-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Nov-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ସହର ମଧ୍ୟରେ ଥିବା ସାମ୍ବାଦିକ ଭବନ ଠାରେ ପରିସରରେ ୧୦୮ କର୍ମଚାରୀ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦୮ ସଂଘର ରାଜ୍ୟ ମୂଖ୍ୟ ଯୋଗଦେବା ସହିତ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୦୮ କର୍ମଚାରୀ ଯୋଗ ଦେଇ ଥିଲେ । ସଂଘର କହିବା ଅନୁଯାୟୀ ତାଙ୍କ କାର୍ଯ୍ୟକଳାପ
କିପରି ରହିବ ଲୋକଙ୍କୁ ସେମାନେ କିଭଳି ଭାବେ ଉତ୍ତମ ଭାବରେ ସେବା ଯୋଗାଇଦେବେ ତାହା ଉପରେ ପୁଙ୍ଖନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୧୪ ଟି ବ୍ଲକ୍ ସହିତ ତିନୋଟି nsc ଓ ଦୁଇଟି ପୈରପାଲିକାରୁ ସତାଧିକ ୧୦୮ ହେଲ୍ଥ ୱର୍କର ଓ ୧୦୮ ଡ଼୍ରାଇଭର ଯୋଗ ଦେଇ ଥିଲେ ।