-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
29-Nov-2020
ରାଜଗାଙ୍ଗପୁର, (ପ୍ରେରଣା ଖବର) : ଆଜି ସନ୍ଧ୍ୟା ସମୟରେ ଲିପଲୋଇ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଫୁଲ ଲାକ୍ରା ଓ ତାଙ୍କ ପତ୍ନୀ ପାର୍ବତୀ ଲାକ୍ରା ଏକ ଗ୍ଲାମର ବାଇକରେ ରାଜଗାଙ୍ଗପୁରରୁ ନିଜ ଘର କେଶ୍ରା ମାଲ ଯିବା ସମୟରେ ଲିପଲୋଇ ଓଭର ବ୍ରିଜ ନିକଟରେ ଏକ ଯାତ୍ରୀବାହୀ ଅଟୋ ସହ ଧକ୍କା ହୋଇଥିଲା!!*