-+91-9937148622 |

prerana_bgr@rediffmail.com |

  Thursday 23rd April 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||     

HOME   ଜିଲ୍ଲା

ବେଆଇନ ଦେଶୀ ମଦ ସହ ଜଣେ ଗିରଫ।

01-Oct-2022



ଟିଟିଲାଗଡ,:ଟିଟିଲାଗଡ଼ ନିକଟସ୍ଥ ଘଣ୍ଟବାହାଲି  ଗ୍ରାମରେ ବେଆଇନ ମଦ ବିକ୍ରୀ କରୁଥିବା ଅଭିଯୋଗ ରେ ୭୦ ଗୋଟି ଦେଶୀ ମଦ ପ୍ୟାକେଟ ସହ ଦକ୍ଷିଣ କୁମ୍ଭାର ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ନୂଯାୟୀ ଟିଟିଲାଗଡ ପୋଲିସ୍ ପେଟ୍ରୋଲିଂ ବେଳେ ଗ୍ରାମ ରେ ବେଆଇନ ଭାବେ ଉକ୍ତ ଦକ୍ଷିଣ କୁମାର ଛତର ଜରି ପ୍ୟାକେଟ ମଦ ବିକ୍ରି କରୁଥିବା ବେଳେ ପୋଲିସ ମଦ ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏ ନେଇ ଥାନା କେଶ ନଂ – ୩୦୩/୨୦୨୨ କ୍ରମେ  ଧାରା-୫୨(ଏ) ଓଡ଼ିଶା ରାଜ୍ୟ ଅବକାରୀ ଧାରା ୨୦୦୮ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏ.ଏସ.ଆଇ ଦେବରାଜ ମାଝି ତଥା ଅନ୍ୟ ପୋଲିସ୍ କର୍ମଚାରୀ  ମିଳତଭାବେ  ଚଢ଼ାଉ କରି ଥିଲେ ।ଅନ୍ୟ ଥାନା କର୍ମଚାରୀ ଉପସ୍ଥିତ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 ସେହିପରି ଅନ୍ୟ ଏକ ପୋଲିସ୍ ଟିମ୍ ରେ ଏସ.ଆଇ ଦେବାଶିଷ ଶତପଥୀ ଓ ଅନ୍ୟ ଥାନା କର୍ମଚାରୀ ମୀନକେତନ ପାଣ୍ଡେ, ଲକ୍ଷ୍ମଣ ସଲତର, ମୁକ୍ତା କୁଲୁ ଙ୍କ ସହ ଟିଟିଲାଗଡ ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଲେସୁନବାହାଲି ଗ୍ରାମର ପ୍ରେମାନନ୍ଦ ତାଣ୍ଡି (ବ -୩୫) ନାମକ ଜଣେ ବ୍ୟକ୍ତି ଙ୍କ ନିକଟରୁ ୫୨ ଗୋଟି ଜରି ମଦ ପ୍ୟାକେଟ ପାଉଚ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ଦଶହରା ତଥା ପାର୍ବଣ ଋତୁ କୁ ଦୃଷ୍ଟି ରେ ରଖି ବେଆଇନ କାର୍ଯ୍ଯ ତଥା ନିଶାଦ୍ରବ୍ୟ କାରବାର ଚଳାଇଥିବା ଅଭିଯୁକ୍ତ ଙ୍କ ବିରୋଧ ରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଟିଟିଲାଗଡ ପୋଲିସ୍ ର ଏକ ଟିମ୍ ବୁର୍ଡି ପଡ଼ା ଗ୍ରାମର କାନ୍ତ ରତେଇ (ବ-୬୧) ନାମକ ଜଣେ ବ୍ୟକ୍ତି ଙ୍କୁ ଜରି ମଦ  ପ୍ୟାକେଟ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ଏସ ଆଇ ଦେବରାଜ ମାଝୀ ଓ ଲକ୍ଷ୍ମଣ ସଲତର, ନରେଶ କହଁର ନାମକ ପୋଲିସ କର୍ମଚାରୀ ସାମିଲ ଥିଲେ।

ଅନୁରୂପ ଭାବେ  ଏ ଏସ ଆଇ କପୁର ଚନ ପ୍ରଧାନ, ମିନକେତନ ପାଣ୍ଡେ, ମେନକା ପୁଟା,ଓ ରାମ ସୁନ୍ଦର ମୁଦୁଲି ମିଳିତ ଭାବେ ଟିଟିଲାଗଡ ଡି ଏ ଭି କଲେଜ ନିକଟରେ ସନ୍ତୋସିନି ରାଜପୁତ ନାମ୍ନୀ ଜଣେ ମହିଳା ଙ୍କ ନିକଟରୁ ବେଆଇନ ଭାବେ ବିକ୍ରୀ କରୁଥିବା ମଦ ଜବତ କରି ତାଙ୍କୁ ଗିରଫ କରିଥିଲେ । ଉକ୍ତ ମହିଳା ଙ୍କ ନିକଟରୁ ୧୧ଗୋଟି କିଙ୍ଗ ଫିସର ଷ୍ଟ୍ରଙ୍ଗ ବିଅର ଓ ୧୯ ଗୋଟି ଦେଶି ମଦ ପ୍ୟାକେଟ ଜବତ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନାଧିକାରୀ ସୁଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   23-Apr-2026
  ଜିଲ୍ଲା  
RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   22-Apr-2026
  ଜିଲ୍ଲା  
ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା   22-Apr-2026
  ଜିଲ୍ଲା  
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ   22-Apr-2026
  ଜିଲ୍ଲା  
.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   22-Apr-2026
  ଜିଲ୍ଲା  
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   22-Apr-2026
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   22-Apr-2026
  ରାଜ୍ୟ  
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ   22-Apr-2026
  ରାଜ୍ୟ  
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ   22-Apr-2026
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026

You Might Also Like