-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ଏଲ୍‌ଏଣ୍ଡଏସ୍ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ ହେବ ଅନୁଦାନ-ନରସିଂହ

29-Nov-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର ଯାହାକି ଚର୍ଚ୍ଚ ଲିଟେରେରି ଏଣ୍ଡ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢିମାନଙ୍କ ପାଇଁ ଯେପରି ଏହିି ସର୍ବ ପୁରାତନ କ୍ଲବ ଶିକ୍ଷା, କ୍ରିଡା, କଳା ଓ ସଂସ୍କୃତିର ବାର୍ତ୍ତାବାହକ ହେବ ତାହା ନିଶ୍ଚିତ କରିବା ପାଇଁ ଏହି କ୍ଲବକୁ ୫୦ଲକ୍ଷ ଟଙ୍କାର ଏକ ଅନୁଦାନ ରାଶି ମଞ୍ଜୁର ହୋଇଛି । ପୁରାତନ ଐତିହ୍ୟ ସ୍ଥାପତ୍ୟ ସଂସ୍କୃତିର ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ଇନ୍‌ଟେକ୍ ,ବଲାଙ୍ଗିର ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ ଯାହାକି ସେ ସମୟରେ ୨ କୋଟିରୁ ଉର୍ଦ୍ଧ୍ୱ ଥିଲା । ସେ ସବୁର ସବିଶେଷ ତଥ୍ୟ ସହ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରିରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା । ଆହୁରି ମଧ୍ୟ ଏହି ଐତିହ୍ୟ ସମ୍ପନ୍ନ ଏଲ୍‌ଏଣ୍ଡଏସ୍ କ୍ଲବକୁ ଇନ୍‌ଟେକ୍ ଓଡିଶା ଚେପ୍ଟରର ନିର୍ଦ୍ଦେଶକ ମଲ୍ଲିକା ମିତ୍ର ଦୁଇ ଜଣ ଯନ୍ତ୍ରୀ ତଥା ବଲାଙ୍ଗିର ଚେପ୍ଟର ସଭାପତି ଶିବ ନନ୍ଦ ଏବଂ ଏଲ୍‌ଏଣ୍ଡଏସ୍ କ୍ଲବର ସଭ୍ୟମାନଙ୍କ ସହ ପରିଦର୍ଶନ କରିଥିଲେ ଏବଂ ଆଗାମୀ ଦିନରେ ଏହାର ସୁରକ୍ଷା ହେବା ସହ ଲୋକେ କିପରି ଏହାର ଲାଭ ଉଠାଇ ପାରିବେ ସେ ଉପରେ ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବହୁ ପୁରାତନ ଏହି କ୍ଲବରେ ଏକ ବହୁତ ପୁରାତନ ତଥା ସମୃଦ୍ଧ ଲାଇବ୍ରେରି ସହ ବିଲିୟାଡ୍‌, ଲନ୍‌ଟେନିସ, ବୋର୍ଡ ଗେମ ତଥା ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ସେ ସବୁ ଯେମିତି ଆଗାମୀ ଦିନରେ ମଧ୍ୟ ଠିକ୍ ହିସାବରେ ଚାଲି ପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ହେବ । ସଂସ୍କୃତି ବିଭାଗ ତରଫରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏହି ପ୍ରକଳ୍ପ ମଞ୍ଜୁରି ପାଇ ସାରିଥିବା ସ୍ଥଳେ ବର୍ତ୍ତମାନ ପ୍ରକଳ୍ପ କାମ ଆରମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟ ୫୦ଲକ୍ଷ ମଞ୍ଜୁରି ହୋଇସାରିଛି ଏବଂ ପରେ ପୁଣି ୫୦ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଆସିବବୋଲି ସଂସ୍କୃତି ବିଭାଗ ତରଫରୁ ଜଣାପଡିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like