-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||     

HOME   ଜିଲ୍ଲା

ପ୍ରଶାସନ ର ପ୍ରତିଶୃତି ପାଣିର ଗାର , ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ କୁତୁରୀ ଗ୍ରାମ

29-Nov-2020



 ଗଣିଆ/ନୟାଗଡ (ବିଜୟ ଲକ୍ଷ୍ମ ରାଉତ )
ପ୍ରତି ଗ୍ରାମରେ ପକ୍କାଘର ଡିଣ୍ଡିମ ପିଟିଲେ ସରକାର, ଚାଳ ଉଡ଼ିଗଲା ପରେ ଘରେ ଜରି ଛପର ହେଲେବି ଜରିଟିଏ ପାଇଁ ଭାର୍ଜନ ହେଲେନି ସରକାର, ଘରେ ଘରେ ଦେଲେ ସୋଲାର, ହେଲେ ମାତ୍ର କିଛିଦିନ ପରେ ପୁଣି ଅନ୍ଧାର, ସବୁବେଳେ ଆସୁଛନ୍ତି ବଡ ବଡ ଅଫିସର କିନ୍ତୁ ସେମାନଙ୍କର ପ୍ରତିଶୃତି ଖାଲି ପାଣିରେ ଗାର | ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି ସୁଦୂର ଆଦିବାସୀ ଅଧ୍ୟୁଷିତ ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ ଛାମୁଣ୍ଡିଆ ପଞ୍ଚାୟତ ର  କୁତୁରୀ ଗ୍ରାମରେ | ଦୀର୍ଘ ୫ ମାସ ହେଲା ପାନୀୟ ଜଳ ଟିକେ ପାଉନାହାନ୍ତି ଏହି ଗ୍ରାମବାସୀ ନଳକୂପ ଗୁଡିକର ଅଚଳାବସ୍ତା ଏବଂ ସୋଲାର ଚାଳିତ ପାଣିଟାଙ୍କି ଦୀର୍ଘ ୫ ମାସ ରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ବିଷୟରେ ବାରମ୍ବାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି ଆସୁ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ବୋଲି ଗ୍ରାମବାସୀ ଅସନ୍ତୁଷ୍ଟ |ଗ୍ରାମକୁ ଉପଯୁକ୍ତ ରାସ୍ତା ସଂଯୋଗ ନାହିଁ ବାସଗୃହ କହିଲେ ଭଙ୍ଗା କୁଡ଼ିଆ ଉପରେ କଳା ଜରି ଛପର ସରକାରଙ୍କର ଉପରକୁ ଅଙ୍ଗୁଳି ନିର୍ଦେଶ କରି ଖରା, ବର୍ଷା,  ଶୀତରେ ତାସଲ୍ୟ ହସ କୁତୁରୀ  ଗ୍ରାମରୁ ସ୍ପଷ୍ଟ ବାରିହୋଇ ପଡୁଛି |ବର୍ଷା ଦିନେ ମହାନଦୀର ଗୋଳିଆ ପାଣି ସେମାନଙ୍କର ଦୁରାରୋଗ୍ୟ ପାଇଁ ମାଗଣା ପଥି ପାଲଟିଛି |ମୁଣ୍ଡ ଗୁଞ୍ଜିବା ପାଇଁ ଭରସା ପାଲଟିଥିବା ଭଙ୍ଗା କୁଡ଼ିଆ ସାମ୍ନାରେ ଅକାମି ସୋଲାର ଖୁଣ୍ଟି ଗୁଡିକ ପ୍ରଶାସନ ର ଅପାରଗତା କୁ ପ୍ରସ୍ଫୁଟିତ କରାଉଛି |ବାରମ୍ବାର ଅଗମ୍ୟ ରାସ୍ତା ଦେଇ ଦୀର୍ଘ ଚାଳିଶ କିଲୋମିଟର ଅତିକ୍ରମ କରି ପ୍ରଶାସନ ପାଖରେ ଗ୍ରାମବାସୀ ଆଣ୍ଠୁ ଭାଙ୍ଗି ଅନ୍ତରର କୋହକୁ ଚାପି ମୌଳିକ ସୁବିଧା ଗୁଡିକ ବିଷୟରେ ଅବଗତ କରାଇବା ପରେ ବିଫଳ ହୋଇ ଶେଷରେ ଚତୁର୍ଥ ସ୍ତମ୍ବ ଗଣମାଧ୍ୟମ ଆଗରେ ଗୁହାରି ଜଣାଇ ଆଶା ରଖିଛନ୍ତି ସତେ ଯେମିତି ରହିବାକୁ ଉପଯୁକ୍ତ ଘର ଖଣ୍ଡେ ସହିତ ପାନୀୟ ଜଳର ବ୍ୟବସ୍ଥା ବହୁଶିଘ୍ର ଉପଭୋଗ କରିପାରିବେ |ଗଣମାଧ୍ୟମ ସାହାଯ୍ୟ ରେ ପ୍ରଶାସନ କୁ କରିଥିବା ଗୁହାରି ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନିଆ ନଗଲେ ବାଧ୍ୟ ହୋଇ ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ବିଦ୍ରୋହାତ୍ମକ ରୂପନେଇ ଆମରଣ ଅନଶନ କରିବେ ବୋଲି ବୈଦ୍ୟୁତିକ ଗଣମାଧ୍ୟମ ଆଗରେ ବୟାନ ଦେଇଛନ୍ତି | ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳ ଗୁଡିକର ଉନ୍ନତିକରଣ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏହି କୁତୁରି ଗ୍ରାମ ପ୍ରତି କିପରି ଆଖି  ଥାଇ ଅନ୍ଧ ପାଲଟିଯାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026

You Might Also Like