-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Sep-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ନାକଟିଦେଉଳ ବ୍ଲକ୍ କୀର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏଥିରେ କମ୍ ବୟସରୁ ବିବାହ କରାଯିବା ଦ୍ବାରା କଣ ସବୁ ଅସୁବିଧା ହେଉଛି ସେ ସଂପର୍କରେ ଅତିଥିମାନେ ସଚେତନ କରିଥିଲେ ା ନାକଟିଦେଉଳରେ ରଥ ର ଉନ୍ମୋଚନ, ବାଟଗାଁ ରେ ରାଲି ଓ ଡଇଁଚା ଆଦି ଗ୍ରାମ ମାନଙ୍କରେ ଏହି ବାଲ୍ୟବିବାହ ସଂପର୍କରେ
ସଚେତନତା କରାଯାଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା,ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସୀହୁ ,ଡିଏସ୍ଡବ୍ଲୁଓ ସବିତା ଦାସ,ଡିସିପିୟୁ ପୋଗ୍ରାମ୍ ଅଫିସର ସରିତା ମହାପାତ୍ର ,ସିଡବ୍ଲୁସି ମେମ୍ବର ପୁଷ୍ପାରାଣୀ ମହାପୀତ୍ର ,ବ୍ଲକ୍ ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ, ସିଡିପିଓ,ଡାକ୍ତର , ପୋଲିସ୍ , ଚାଇଲଡ୍ ଲାଇନ୍ ,ସଖି , ପିଆର୍ ଆଇ ମେମ୍ବର ,ଅଙ୍ଗନଓ୍ବାଡିକର୍ମୀ ଆଦି ସାମିଲ୍ ହୋଇଥିଲେ ା