-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Sep-2022
ବଲାଙ୍ଗୀର: ଅଜଣା ବାଇକ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁ ରେ । ସୂଚନାରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ଗଂଜିଆ ସାହୁ(୬୪) ବସରେ ଖୁଟସମଲେଇ ଗାଁ ର ୁ ନିଜ ଗାଁ ମଣ୍ଡଳକୁ ଅଅସିଥିଲେ । ବସଷ୍ଟପରେ ଅଟକି ସେ ଚାଲିଚାଲି ନିଜ ଗାଁ କୁ ଆସୁଥିବା ସମୟରେ ରାସ୍ତାରେ ଦୃତ ଗତିରେ ଯାଉଥିବା ଏକ ବାଇକ୍ ହଠାତ୍ ଗଂଜିଆ ଙ୍କୁଧକ୍କା ଦେଇ ଘଟଣାସ୍ଥଳରୁଫେରାର ମାରିଥିଲା । ଗୁରୁତର ଆହାତ ହୋଇ ଗଂଜିଆ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ତାଙ୍କୁ ଗ୍ରାମବାସୀ ଙ୍କ ସହାୟତାରେ ପ୍ରଥମେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।