-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||     

HOME   ଜିଲ୍ଲା

ଉଲୁଣ୍ଡା ଥାନାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ: ୫୦୯ ୟୁନିଟ ରକ୍ତ ସଂଗ୍ରହ କରି ଓଡ଼ିଶା ରେକର୍ଡ ସୃଷ୍ଟି*-- *53ମହିଳା ରକ୍ତ ଦାନ କଲେ*- - *ଜ଼ିଲ୍ଲାପାଳ ପହଞ୍ଚି ରକ୍ତ ଦାତା ଙ୍କୁ ଉତ୍ସାହିତ କଲେ

24-Aug-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଧେଶ ରେ  ମୋ ସରକାର ତରଫରୁ  ଏକ  ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତ ଦାତା ତଥା ଅଞ୍ଚଳ ର ଅନ୍ୟାନ୍ୟ ଅଗ୍ରଣି ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଉଲୁଣ୍ଡା ପୋଲିସ କୁ ଏହି ବିଶାଳ ଶିବିର ଆୟୋଜନ ରେ ସହଯୋଗ  କରିଥିବାରୁ 6ସମସ୍ତ ଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ଡୋଳାମଣି ଭୋଇ,  ଆର ଟି ଓ ରବିନ ପଟ୍ଟନାୟକ  ଯୋଗ ଦେଇଥିବା

ବେଳେ ନିମନ୍ତ୍ରିତ ଅତିଥି ଭାବରେ  ଉଦଯାପନୀ ଉସ୍ସବ ରେ ସୁବର୍ଣ୍ଣପୁର  ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା, ସ୍ବେଛାସେବୀ ସଂଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି  ଅଗ୍ରଣୀ ସ୍ବେଛାସେବୀ ସଂଗଠନ କୁ  ସମ୍ବର୍ଦ୍ଧିତ କରିଥିଲେ । ଏବଂ ବ୍ଲକ ଲେବେଲ ଥାନା ରେ  ଗ୍ରାମାଞ୍ଚଳରେ ୫୦୯ ୟୁନିଟ ରକ୍ତ ସଂଗ୍ରହ ବିଷୟ  ଆଜି ସମସ୍ତ ଙ୍କୁ ଚକିତ କରିଛି ବୋଲି କହିଥିଲେ l ସୁବର୍ଣ୍ଣପୁର, ବରଗଡ଼, ତଥା ଭିମସା ବୁର୍ଲା ରକ୍ତ କେନ୍ଦ୍ରର କର୍ମଚାରୀ,  ପୋଲିସ ଟିମ , ସ୍ବଚ୍ଛ ଭାରତ ସଂଗଠନ  ସୋନପୁର କର୍ମକର୍ତ୍ତା, ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ, ନାମ ପଞ୍ଜିକରଣ,ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ  ପୂର୍ଣ୍ଣ ସହଯୋଗ କରିଥିଲେ । ଏସ ଡି ପି ଓ ଡୋଳାମଣି ଭୋଇ, ଓ ଉଲୁଣ୍ଡା ଆଇ ଆଇ ସି ଚନ୍ଦ୍ର ଚୂଡ଼ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତ ଦାନ ଶିବିର ରେ ରକ୍ତ ଦାତା ସଂଗଠନ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ଓଡ଼ିଶା ଡ୍ରାଇଭର ମହା ସଂଘ ଉଲୁଣ୍ଡା ଶାଖା, ଉଲୁଣ୍ଡା ଯୁବ ମହାସଂଘ, ରଘୁନାଥ ଯୁବା କ୍ଲବ, ଜଗନ୍ନାଥ କ୍ଲବ କୋଟ ସମଲେଇ, ଉଲୁଣ୍ଡା ବଜରଙ୍ଗ ଦଳ, ମେଟାକାନି ମହିଳା କଲେଜ, ଉଲୁଣ୍ଡା ପଞ୍ଚାୟତ  ସମିତି କଲେଜ, ରମେଶ ପ୍ରସାଦ ଡିଗ୍ରୀ କଲେଜ, ବଣିକ ସଂଘ, ଉଲୁଣ୍ଡା ରାଇସ ମିଲ ୟୁନିୟନ, ଅଗ୍ନିଶମ ବାହିନୀ, ଫରେଷ୍ଟ ବିଭାଗ, ଟାଟା ପାୱାର କର୍ମଚାରୀ, ଚନ୍ଦ୍ର ମଣି ଦାଶ ଯୁବକ ସଂଘ, ଆମ ପୋଲିସ ସମିତି, ବ୍ଲକ ସ୍ତରୀୟ ସମସ୍ତ ସରପଞ୍ଚ , ଙ୍କ  ସହଯୋଗ ରେ ଆଜି ଏ ବିଶାଳ ଶିବିର ସଫଳ ହୋଇ ଓଡିଶା ର ସମସ୍ତ ରେକର୍ଡ କୁ ବ୍ରେକ କରିଛି l ଆମ ପୋଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜ଼ିଲ୍ଲା ହାବିଲଦାର  ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଦଂlଶୁ ମେଂଡେଲି, ଜ଼ିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା, ଓ ସାମ୍ବାଦିକ ତଥା ସୋନପୁର ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର  ଓ  ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ  ଓ  ଥାନା ର ସମସ୍ତ କର୍ମଚାରୀ  ପ୍ରମୁଖ  ଶୃଙ୍ଖଳା

ରକ୍ଷା କରିଥିଲେ ।  ଶେଷ ରେ ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ  ରକ୍ତ ଦାତା ଓ ସ୍ବେଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l  ରାଜ୍ୟ ଡ୍ରାଇଭର ମହାସଙ୍ଘର ଉଲୁଣ୍ଡା ର ସଭ୍ୟ ଆଦିକନ୍ଦ ଦେହୁରୀ  ଚକ୍ଷୁଦାନ ପାଇଁ ଆଜି ସଭାରେ ଏସପି ଙ୍କ ଆଗରେ ଘୋଷଣା କରି ଅଙ୍ଗ ଦାନ ପାଇଁ ଆଗାମୀ ଯୁବ ପିଢୀ ଙ୍କୁ ପ୍ରେରଣା ଦେଇଥିଲେ l  ଆଜିର ଏହି ମେଗା  ଉସ୍ସବ ରେ  ଗୋଟାଏ ବାହାଘର ଉସ୍ସବ ଭଳି ସମସ୍ତ ରକ୍ତ ଦାତା ଉତ୍ସାହିତ ଥିବା ଦେଖିବାକୁ  ମିଳିଥିଲା l ଆଜିର ସମୁଦାୟ ୫୦୯ ୟୁନିଟ ରକ୍ତ ରୁ ସୋନପୁର ବ୍ଲଡ଼ ବ୍ୟାଙ୍କକୁ ୧୫୦ ୟୁନିଟ, ବରଗଡ଼ ସରକାରୀ ରକ୍ତ କେନ୍ଦ୍ରକୁ   ୧୨୯ ୟୁନିଟ, ଓ ବୁର୍ଲା ମେଡିକାଲ ରକ୍ତ କେନ୍ଦ୍ରକୁ ୨୩୦ ୟୁନିଟ ରକ୍ତ ପ୍ରଦାନ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026

You Might Also Like