-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ଶୀତ ସମୟରେ ସମାଜସେବୀ ବୀଜୟ ମହାନନ୍ଦଙ୍କ ଆନୁକୁଲ୍ୟରେ ତାଙ୍କ ସ୍ତ୍ରୀ ସ୍ବର୍ଗତ ଅସୀମା ମହାନନ୍ଦଙ୍କ ସ୍ମୃତି ଉପଲକ୍ଷେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଯିତ ହୋଇଥିଲା lହୀରାପୁର ପଂଚାୟତର ସେମେଲମୁଣ୍ଡା ଓ ସାରସମୁଣ୍ଡl, ବୁରଡ଼ା ପଂଚାୟତର ବାଞ୍ଜିପାଲି, ଯୋଗୀସରଡ଼l ର ଗୁରୁଜୀଭଟା ଠାରେ ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ଗଣ୍ଡା ସମାଜ ବ୍ଲକ ସଭାପତି ଲାଲମାନ ନାଗ, ଦୈତାରୀ ନନ୍ଦ, ସୁରେଶ ନାଗ ଓ ଗନ୍ଧର୍ବୀ ନାଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l