-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
30-Jul-2022
ପାଟଣାଗଡ (ସଚ୍ଚିଦାନନ୍ଦ ମହାକୁର) ଶିକ୍ଷା କ୍ଷେତ୍ରରେ ଶିକ୍ଷାର ଅଗ୍ରଗତି ପାଇଁ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଅଧୀନରେ ବଳାଙ୍ଗୀରେ ସମ୍ପାଦକ ଓ ପ୍ରଧାନଚାର୍ଯ୍ୟ ବଇଠକର ଉଦଘାଟନି ଉତ୍ସବ ସ୍ୱରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପାଟଣାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ! ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ମାଝୀ ଶିକ୍ଷା ବିକାଶ ସମିତି ଉପସଭାପତି ଡ଼. ପ୍ରଦୀଫ କୁମାର ସାହୁ ଦକ୍ଷିଣ ପଶ୍ଚିମ ସମଭାଗ ସମ୍ପାଦକ ଶ୍ରୀ ଗଜାଧର ମହାନ୍ତି ସଂଭାଗ ସଂଯୋୟକ ଶ୍ରୀ. ଜିତେନ୍ଦ୍ର କୁମାର ପଣ୍ଡା ପ୍ରାନ୍ତନିରକ୍ଷକ
ଶ୍ରୀ ପ୍ରଶ୍ନ କୁମାର ବିଶ୍ୱାଳ,ସହ ପ୍ରମୁଖ ଲୋହିତ ଗଡ଼ତ୍ୟା,ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର,ସହ ନିରୀକ୍ଷକ ମନୋରଞ୍ଜନ କର ଏବଂ ସ୍ଥାନୀୟ ବିଦ୍ୟାଳଲୟର ସଭାପତି ସାରଙ୍ଗ ଧର ଠାକୁର,ସମ୍ପାଦକ ଦମ୍ବରୁଧର ପାଣିଗ୍ରାହୀ,ପ୍ରଧାନଆଚାର୍ଯ୍ୟ ଓଁଙ୍ଗକାରନାଥ ମେହେର,ଙ୍କ ସହିତ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ 36 ଟି ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ 70ଜଣ ସମ୍ପାଦକ ଓ଼ ପ୍ରଧାନଚାର୍ଯ୍ୟ ଉପସ୍ଥିତ ରହି ଶିକ୍ଷ୍ୟା ବିକାଶ ପାଇଁ ଓ଼ ବିଭିନ୍ନ ଯୋଜନାର ଆଲୋଚନା କରି ବୈଠକ କୁ ସାଫଲ୍ୟ ମଣ୍ଡିତ କାରୀଥିଲେ !