-+91-9937148622 |

prerana_bgr@rediffmail.com |

  Friday 28th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||      ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   (27-Aug-2026)       ||      ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||     

HOME   ଜିଲ୍ଲା

ବୌଦ୍ଧ ରେ ଆରମ୍ଭ ହେଲା ପଲିଥିନ ଏନଫୋର୍ସମେଣ୍ଟ

20-Jul-2022



ବୌଦ୍ଧ(ଅକୃର ସାହୁ) ବୌଦ୍ଧ ଜିଲ୍ଲା ବୌଦ୍ଧଗଡ଼ ଵିଜ୍ଞlପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିର୍ଦେଶ ମୁତାବକ ସକାଳ ୧୦.୩୦ ମି. ରୁ ଦିବା ୧ ଘ. ପର୍ଯ୍ୟନ୍ତ ପଲିଥିନ ଏନ ଫୋର୍ସମେଣ୍ଟ କରାଯାଇଥିଲା l ଏଥିରେ  ମୋଟ ୭.୯୨୦ କେ. ଜି. ପଲିଥିନ ଜବତ କରାଯାଇଥିଲା ଏବଂ ସର୍ବମୋଟ  ୪୦୦୦ ଟଙ୍କା ୬ ଗୋଟି ଦୋକାନରୁ ଜୋରିମାନା ଆଦାୟ  କରାଯାଇଥିଲା l ଏହି ଏନଫୋର୍ସମେଣ୍ଟ ରେ ସାନିଟେସନ ଏକ୍ସପୋର୍ଟ ସୁନୀଲ କୁମାର ପ୍ରଧାନ, ରେଭିନ୍ୟୁ ଇନ୍ସ୍ପେକଟର ଅନିଲ ପ୍ରଧାନ, ଯୋଗାଣ ନିରୀକ୍ଷକ ଦୀପକ କୁମାର କଁଅର, କନିଷ୍ଠ ଯନ୍ତ୍ରୀ ଦୟାନିଧି ପଣ୍ଡା, ସ୍ୱଚ୍ଛ ସୁପରଭାଇଜର ଅର୍ଚନା ନାଏକ, ଜମାଦାର ସୁମନ୍ତ ପ୍ରଧାନ, କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ସମେତ  ପୋଲିସ କର୍ମଚାରୀ ଉପସ୍ଥିତ ରହି  ଏହି ଟିମ ରେ ପଲିଥିନ ଜବତ କରିଥିଲେ l ବୌଦ୍ଧଗଡ଼ ସହର କୁ ପଲିଥିନ ମୁକ୍ତ କରିବା ନିମନ୍ତେ ସମସ୍ତ ଦୋକାନୀ ବ୍ୟବସାୟୀ ଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଆଗାମୀ ଦିନ ରେ ପଲିଥିନ ବ୍ୟବହାର ଉପରେ  ନିଷିଦ୍ଧ ଜାରି କରାଗଲା l ଯଦି ପୁନର୍ବାର ଏହି ପଲିଥିନ ବ୍ୟବହାର କରାଯାଏ, ତାହାହେଲେ ଯେଉଁ ବ୍ୟବସାୟୀ ଙ୍କ ପାଖରୁ ପଲିଥିନ ବାହାରିବ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚେତନ କରାଯାଇଥିଲା l ସମସ୍ତ ଦୋକାନୀ କପଡା ବ୍ୟାଗ ରେ ଜିନିଷ ବିକ୍ରି କରିବାକୁ ଅନୁରୋଧ କରାଯିବା ସହ  ସମସ୍ତ   ଜନସାଧାରଣ ବ୍ୟାଗ ନେଇ ସଉଦା  କିଣି ଯିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026
  ରାଜ୍ୟ  
ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   28-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   28-Aug-2026
  ଜିଲ୍ଲା  
୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   28-Aug-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   28-Aug-2026
  ଜିଲ୍ଲା  
କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   28-Aug-2026
  ଜିଲ୍ଲା  
*ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   27-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   27-Aug-2026
  ଜିଲ୍ଲା  
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   27-Aug-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   27-Aug-2026

You Might Also Like