-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଭିମଡୁଙ୍ଗୁରୀରେ ଏକ ପ୍ରିୱେଡିଂ ସୁଟିଂସାରି ଫେରୁଥିବା ବେଳେ ସୁଲିଆଘାଟିରେ ଏକ କ୍ୟାମେରାମେନ ଓ ଟିମକୁ ବନ୍ଧୁକ ଦେଖାଇ ୭ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟ ସାମଗ୍ରୀ ମଧ୍ୟରେ ମୁଲ୍ୟବାନ କ୍ୟାମେରା ଓ ଲେନ୍ସ ରହିଛି । ଟିଟିଲାଗଡର କ୍ୟାମେରାଟିମ ଫେରୁଥିବା ବେଳେ ବାଟରେ ବନ୍ଧୁକଧାରୀ ଲୁଟେରାମାନେ ଏମାନଙ୍କୁ ଭୟଭୀତ କରାଇ ଲୁଟ କରିଥିବା ଅଭଯୋଗ ହୋଇଛି । ତୁଷୁରା ପୋଲିସ ଏନେଇ ତଦନ୍ତ କରୁଥିବା ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି ।