-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ସେବା ସମବାୟ ସମିତି ର ନିର୍ବାଚନ ଶେଷ

26-Jun-2022



ଗଞ୍ଜାମ /ଆଜି ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ସେବା ସମବାୟ ସମିତି ଦ୍ୱାରା ଆଜି  ପ୍ରତାପୁର, ହାଣ୍ଡିଘର ଆଚୁଲି ଗ୍ରାମର  ହିଣ୍ଡଳ ପଲି, ଚଢ଼େୟା ପଲି, ଦଳେଶ୍ୱର ଖଣ୍ଡି  ଗୋଠି ଆଳି, ମେଣ୍ଢା ପଲି ଗ୍ରାମକୁ ନେଇ   ଏହି ତୁମ୍ବେଶ୍ୱର ସମବାୟ ସମିତି ଗଠନ କରାଯାଇ  ସୋସାଇଟି ଚାଲି ଆସୁଛି |ତେବେ ଦିବଗନ୍ତ ସଭାପତିଥିବା ଉମାଚରଣ ପଟନାୟକଙ୍କ ସମୟରେ ଦୀର୍ଘ ୩୦ବର୍ଷ ହେଲା ଏଠାରେ ନିର୍ବାଚନ ବଦଳରେ, କେବଳ ଚୟନ କରାଯାଉଥିଲା |ତେବେ ଏହି ସୋସାଇଟି  ୧୫ ଜଣ ଡାଇରେକ୍ଟରଙ୍କୁ ନେଇ  ସଦସ୍ୟ ନେଇ  ଏହା ପରିଚାଳନା କରା ଯାଉଛି  | କିନ୍ତୁ ଏହିବର୍ଷ ପ୍ରଥମ ଥର କରି ୩୦ବର୍ଷ ପରେ ଏହି ସୋସାଇଟିର ନିର୍ବାଚନ ହୋଇ ଥିଲା  | ତେବେ ପ୍ରଥମରୁ ୭ଜଣ ଅପ୍ରତିଦ୍ବନ୍ଦି ହୋଇଥିଲା ବେଳେ ୨ ଜଣଙ୍କ ସ୍କୁଟିନିରେ ରିଜେକ୍ଟ ହୋଇଯାଇଥିଲା | ଏବଂ ଜଣେ ପ୍ରତ୍ୟାହାର କରିଦେଇଥିଲେ |ତେବେ ଆଜି ଆଉ ୫ ଜଣଙ୍କ  ମଧ୍ୟରେ ଆଜି ପ୍ରତିଦ୍ବନ୍ଦ ହୋଇଥିଲା |ସେମଧ୍ୟରେ ପ୍ରତାପୁର ଗ୍ରାମର ଏକ ନଂ ରେ ରାଙ୍କନିଧି ରାଉଳ ତାଙ୍କ ପ୍ରତିଦ୍ବନ୍ଦୀ  ଗୋପବନ୍ଧୁ ନାୟକଙ୍କୁ ପରାସ୍ତ  କରିଥିଲେ, ସେହିପରି ସନ୍ତୋଷ କୁମାର ମହାପାତ୍ର ତାଙ୍କ ପ୍ରତିଦ୍ବନ୍ଦୀ  ସୁବାସ ଡୋରାଙ୍କୁ ପରାସ୍ତ କରିଥିଲେ,3ନଂ ରେ ବୈଷ୍ଟମ୍ବ ବେହେରା ତାଙ୍କ ପ୍ରତିଦ୍ବନ୍ଦୀ          ନଅଙ୍କ ଦାସ ଙ୍କୁ ପରାସ୍ତ କରିଥିଲେ |, ସେହିପରି  ୪ ନଂ ପାର୍ଥୀ ଭାବେ ଗୋବିନ୍ଦ ବେହେରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀଆଛୁଲି ଗ୍ରାମର ତଥା ପୁରୁଷୋତ୍ତମପୁର ବିଜେଡି ବ୍ଲକ ଯୁବ ସଭାପତି  ନୀଳମଣୀ ପଣ୍ଡାଙ୍କୁ ପରାସ୍ତ କରିଥିଲେ, ଏବଂ ୫ନଂ ପାର୍ଥୀ ଭାବେ ବସନ୍ତ କୁମାର ମହାପାତ୍ର ତାଙ୍କର ପ୍ରତିଦ୍ବନ୍ଦୀ ଏସ ଭୋବନି ରେଡ଼ିଙ୍କୁ ପରାସ୍ତ କରି  ଡିରେକ୍ଟର ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ଛନ୍ତି |  ଏବଂ ଏହି ନିର୍ବାଚିତ ପ୍ରତିନିଧି ମାନେ ଆଗାମୀ ଦିନରେ ଏହି ୩ଗୋଟି ପଞ୍ଚାୟତର ୫ଗୋଟି ଗ୍ରାମର ଚାଷି ମାନଙ୍କ ଉର୍ନତି କରିବେ ବୋଲି  କହିଛନ୍ତି |
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like