-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ବଲାଙ୍ଗିର,(ସନ୍ତୋଷ ଠାକୁର) ବଲାଙ୍ଗିର ସରକାରୀ ମୁଖ୍ୟ ଡାକ୍ତରଖାନାରେ ବ୍ରଜବନ୍ଧୁ ପ୍ରଧାନ (୫୮) ସାଗରପଡା ନିବାସୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଗତ ଶନିବାର ଦିନ ଘଟିଛି । ସେ କରୋନାରେ ସଂକ୍ରମିତ ହୋଇ ଏକମାସ ଉର୍ଦ୍ଧ୍ୱ ସମୟ ଧରି ଚିକିତ୍ସିତ ହେଉଥିଲେ । ପ୍ରଥମେ ତାଙ୍କୁ ଗତ ଅକ୍ଟୋବର ମାସରେ ବରଗଡ ଠାରେ ଥିବା ବିକାଶ ହସ୍ପିଟାଲରେ କରୋନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ନିଶାମଣି ପଟ୍ଟନାୟକ, ପୁଅ ସ୍ପନ୍ଦନ କୁମାର ପ୍ରଧାନ, ଝିଅ ଲତିକା ପ୍ରଧାନ ଓ ମା କୌଶଲ୍ୟା ପ୍ରଧାନ ଏବଂ ପରିବାର ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ ବିଭାଗରେ ଅପରାଧ ଶାଖାର ହେଡ୍ ମୁହୁରିର ଭାବରେ କାର୍ଯ୍ୟରତ ଥିଲେ ।