-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
05-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ସରପଞ୍ଚ ଦୀପ୍ତି ରାଣୀ ସାହୁ ସୋମବାର ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ପରିଦର୍ଶନ କରିଥିଲେ। ପ୍ରଥମେ ଦାଣ୍ଡିଭଜା ୟୁପି ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର କୁ ପରିଦର୍ଶନ କରି ସମସ୍ୟା ପଚାରି ବୁଝିଥିଲେ।ଏହା ପରେ ରେଗଡା ଜଗଦୀଶ ୟୁପି ସ୍କୁଲ ରେ ଶିକ୍ଷକ ଙ୍କ ସହ ଆଲୋଚନା କରି ଛାତ୍ରୀ/ଛାତ୍ର ଙ୍କୁ କିଛି ପ୍ରଶ୍ନ ପଚାରିବା ସହ ଏସ ଏଚ ଜି ଦ୍ଵାରା ପରିଚାଳିତ ମଧ୍ୟହ୍ନ ଭୋଜନ ର ସ୍ୱାଦ ପରଖି ପ୍ରଂଶସ। କରିଥିଲେ।