-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ଢେଙ୍କାନାଳ (ତାପସ ଦାସ) : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରେ ବିଜେପି ଓଡିଶା ସଭାପତି ସମୀର ମହାନ୍ତି ପ୍ରେସ ମିଟ ରେ ଗଣମାଧ୍ୟମ କୁ ସୂଚନାଦେଇ କହିଥିଲେ ଗତ କାଲି ବିଭିନ୍ନ ପଂଚାୟତ ଇଲେକ୍ସନ ରେ ଭୋଟିଙ୍ଗ ଆରମ୍ବ ହେଇଯାଇଛି ଏହି ନିର୍ବାଚନ ରେ ବିଜେଡି ର ହିଂସା ବଢ଼ି ଚାଲିଛି ଏଥିରେ ବିଜେପି କର୍ମୀ ଙ୍କ ର ମୁଣ୍ଡ ଗଡିଛି ଶ୍ରୀ ମହାନ୍ତି କିଛି ତଥ୍ୟ ଉପସ୍ଥାପନା କରିବା ସହିତ ଆଗକୁ ହିଂସା ନ ହେବ ପାଇଁମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହ ମନ୍ତ୍ରୀ ଭାବରେ ଦାଇତ୍ୱ କିଭଳି ନେଉଛନ୍ତି ତାହାର ଉତ୍ତର ରଖିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି