-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ପଞ୍ଚାୟତ ନିର୍ବାଚନ କୁ ସୁହାଉଛି କ୍ରିକେଟ,ଭଲିବଲ, ଫୁଟବଲ ଟୁର୍ଣାମେଣ୍ଟ 

15-Feb-2022



ନବରଗଡ଼:- ବରଗଡ଼ ଜିଲ୍ଲା ରେ ପଞ୍ଚାୟତ ନିର୍ବାଚନ ସରଗରମ ହେଉଥିବା ବେଳେ ପଞ୍ଚାୟତ କୁ ନେଇ ଗାଁ ଗାଁ ରେ ପିଲାଙ୍କ କ୍ରିକେଟ, ଭଲିବଲ, ଫୁଟବଲ ଟୁର୍ଣାମେଣ୍ଟ ମଧ୍ୟ ବେଶ ଜମୁଛି । ନ ଦେଖିବା ନେତା ଙ୍କୁ ଦେଖି ହେଉଥିବାବେଳେ ଖେଳ ହେଉନଥିବା ଯାଗାରେ ଟୁର୍ଣାମେଣ୍ଟ ର ଆୟୋଜନ ହେଉଛି ।ଉଭୟ ପ୍ରାର୍ଥୀ ଓ ଖେଳାଳି ଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେଇଛି ପଞ୍ଚାୟତ ନିର୍ବାଚନ ବୋଲି ଗାଁ ଗାଁରେ ଚର୍ଚ୍ଚା ଯୋର ଧରିଛି ।ନେତା ଓ ପ୍ରାର୍ଥୀ ମାନଙ୍କୁ ପ୍ରଚାର ର ସୁଯୋଗ ମିଲୁଥିବାବେଳେ ଖେଳାଳି ମାନଙ୍କୁ ମଧ୍ୟ ଟୁର୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳି ଯାଉଛି ।ଗୋଟିଏ କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜନ ପାଇଁ ବେଳେବେଳେ ଅତିଥି ଓ ମୁଖ୍ୟ ଅତିଥି ଖୋଜା ପଡୁଥିବାସମୟରେ ଏବେ ନିର୍ବାଚନ ତ୍ରୀସ୍ତରୀୟ ନିର୍ବାଚନ ରେ ଅତିଥି ଖୋଜା ବଦଳରେ ଖୋଦ ପ୍ରାର୍ଥୀ ଅତିଥି ହୋଇ ଆସିବାକୁ ଆଗଭର ହେଉଥିବା ଦେଖା ଦେଇଛି ।ଗୋଟିଏ ସ୍ଥାନରେ ଟୁର୍ଣାମେଣ୍ଟ ଟିଏ ଆୟୋଜନ ହେଲେ ପାଞ୍ଚ ଛଅ ଗୋଟି ଗାଁର ଖେଳାଳି ଓ ଦର୍ଶକ ମିଶି ଶହଶହ ସଂଖ୍ୟା ର ଲୋକ ହେଉଥିବାବେଳେ ଦୁଇତିନି ଦିନ ପର୍ଯ୍ୟନ୍ତ ଟୁର୍ଣାମେଣ୍ଟ ଆୟୋଜନ ହେଉଛି । ଫଳରେ ପଞ୍ଚାୟତ ନିର୍ବାଚନ ର ପ୍ରାର୍ଥୀ ମାନଙ୍କୁ ପ୍ରଚାର କରିବାର ବଡ଼ ସୁଯୋଗ ଆଣି ଦେଉଛି  ଟୁର୍ଣାମେଣ୍ଟ ଫଳରେ ଉଭୟ ଟୁର୍ଣାମେଣ୍ଟ ଓ ନିର୍ବାଚନ ପ୍ରଚାର ବେଶ ଜମୁଛି ।ପ୍ରାର୍ଥୀ ଅତିଥି ହୋଇ ଯୋଗଦାନ ଦେଉଥିବା ଓ ବିଜେତା ଓ ଉପ ବିଜେତା ମାନଙ୍କୁ ପୁରସ୍କୃତ କରି ଫେରୁଛନ୍ତି। କେଉଁଠି ଟୁର୍ଣାମେଣ୍ଟ ଟି  ନିର୍ବାଚନ ସମୟରେ ଲୋକଙ୍କ ମନୋରଞ୍ଜନ ହେବା ସହ ଏକ ବଡ଼ ପ୍ରଚାର ମାଧ୍ୟମ ପାଲଟି ଥିବା ସମୟରେ କେଉଁଠି ଟୁର୍ଣାମେଣ୍ଟ ଟି ଖେଳାଳି ମାନଙ୍କ ପାଇଁ ସଫଳତା ଆଣିଦେଉଛି । ନିର୍ବାଚନ ସମୟରେ ସର୍ବାଧିକ ନୂଆ ନୂଆ ଟୁର୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଆଲୋଚନା ଜୋର ଧରିଛି । ଏପଟେ ପ୍ରାର୍ଥୀ ମାନଙ୍କ ପକେଟ୍ ରୁ ବିଡାବିଡା ନୋଟ ମଧ୍ୟ ଖର୍ଚ୍ଚ ହେଉଥିବା ସମୟରେ ପ୍ରାର୍ଥୀ ମାନଙ୍କୁ ନେଇ ଏକ ପ୍ରକାରର ବ୍ଳକମେଲ ଚାଲିଛି ଭଳି ମନେହୁଏ ।ଏ ଭଳି ହେବାଦ୍ବାରା ସତରେ କ'ଣ ଗଣତନ୍ତ୍ର ଆଗାମୀ ଦିନରେ ରହିବ ତ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like