-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||     

HOME   ଜିଲ୍ଲା

ପାଇକମାଳ ୩ ଟି ଜିଲ୍ଲାପରିଷଦ ଜୋନରେ ବିଜେଡି ବିଜେପି ମଧ୍ୟରେ ହେବ କାଁଟେ କି ଟକର୍

07-Feb-2022



ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ  ୨୨ ଟି ପଞ୍ଚାୟତ ରେ ତିନୋଟି ଯାକ ଜିଲ୍ଲାପରିଷଦ ଜୋନରେ ବିଜେଡି ଓ ବିଜେପି ମଧ୍ୟରେ କାଁଟେ କି ଟକର ହେବା ଏକ ପ୍ରକାର ର ନିଶ୍ଚିତ ହୋଇଯାଇଛି । ଆଗାମୀ ୧୬ ତାରିଖ ହେବାକୁ ଥିବା ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ଉଭୟେ ସମସ୍ତ ପଞ୍ଚାୟତରେ ସମର୍ଥୀତ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରସ ର ସବୁ ପଞ୍ଚାୟତରେ ପ୍ରାର୍ଥୀ ନାହାନ୍ତି । ୩ଟି ଜିଲ୍ଲାପରିଷଦ ଜୋନରେ ତିନି ଦଳର ଜଣେ ଲେଖାଏଁ  ପ୍ରାର୍ଥୀ ଥିବା ବେଳେ ବୁକୁରାମୁଣ୍ତା, ଛିନ୍ଦେଇକେଲା, ଝାରବନ୍ଧ, କାଂସଡା, ଝିଟିକି, ଛେତଗାଁ, ଚର୍ଦ୍ଦାପାଲି, ଜାମସେଠ ୮ଟି ପଞ୍ଚାୟତରେ  ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ଥିବା ବେଳେ  ମୋଟ ୬୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୯ ଜଣ ମହିଳା ପ୍ରାର୍ଥୀ, ୩୦ ଜଣ ପୁରୁଷ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସରପଞ୍ଚ ପାଇଁ ଛିନ୍ଦେଇକେଲା ଓ ଚର୍ଦ୍ଦାପାଲି ଛେତଗାଁ ପଞ୍ଚାୟତରେ ୨ଜଣ ଲେଖାଏଁ ପ୍ରାର୍ଥୀ  ଥବା ବେଳେ ମୋଟ ୧୦୭ ଜଣ ପ୍ରାର୍ଥୀ ମଧ୍ୟରୁ ୫୦ ଜଣ ମହିଳା  ପ୍ରାର୍ଥୀ ଥିବା ବେଳେ ୫୭ ଜଣ ପୁରୁଷ ପ୍ରାର୍ଥୀ  ମଇଦାନରେ ଅଛନ୍ତି । କେତେକ ପଞ୍ଚାୟତରେ ସରପଞ୍ଚ  ପାଇଁ ଉଭୟ ବିଜେଡି ଓ ବିଜେପି ଜଣେ ଲେଖାଏଁ ସମର୍ଥୀତ ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ ଦୁଇଦଳର ବହୁ ଅମାନିଆ ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି । ପାଇକମାଳ ବ୍ଲକ  ଅଧ୍ୟକ୍ଷ ପଦ ପାଇଁ ଅଣ ସଂରକ୍ଷଣ ମହିଳା ପାଇଁ ସଂରକ୍ଷଣ ଥିବାରୁ ଅଣ ସଂରକ୍ଷଣ ଥିବା ପଞ୍ଚାୟତ ମାନଙ୍କରେ ବହୁ ପ୍ରାଥୀ ଅନ୍ୟ ପଞ୍ଚାୟତରୁ ଆସି ନିଜ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି । ପାଇକମାଳ ବ୍ଲକ୍ ଅଧ୍ୟକ୍ଷ ଥିବା ଅଲତାପ ମହମ୍ମଦ ଗତ ନିର୍ବାଚନରେ ଟେମରୀ ପଞ୍ଚାୟତର ସମିତି ସଭ୍ୟ ହୋଇଥିବା ବେଳେ ଚଳିତ ବର୍ଷ ନିଜ ସ୍ତ୍ରୀ ଙ୍କୁ ସେଠାରୁ ଛିଡା କରିଛନ୍ତି । ଉକ୍ତ ପଞ୍ଚାୟତରେ ମୋଟ ୪ ଜଣ ପ୍ରାର୍ଥୀ ଅଛନ୍ତି ।

କେଛୋଦାଦର ପଞ୍ଚାୟତ ସମିତି ରେ  ଯୁବ ବିଜେଡି ସଭାପତି ଗୌତମ ସିଂ ଙ୍କ ସ୍ତ୍ରୀ ଙ୍କ ସହ ବିଜେପି ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ ଙ୍କ ସ୍ତ୍ରୀ ସିଧାସଳଖ ଲଢେଇ ହେଉଥିବା ବେଳେ ଦୁଲଭ କଲେତ ଙ୍କ  ସ୍ତ୍ରୀ ମଧ୍ୟ ମଇଦାନ ରେ ଅଛନ୍ତି । ପାଇକମାଳ ସମିତି ପାଇଁ ବିଜେଡି ଦଳରେ ନୁତନ ଭାବେ ଯୋଗ ଦେଇଥିବା କ୍ଷେତ୍ରୀ ଲୁହାର ଙ୍କୁ ଟକର ଦେଉଛନ୍ତି ବିଜେପି ଦଳର ଯୁବ ନେତା ସୁଶାନ୍ତ ନାଗ ଙ୍କ ସ୍ତ୍ରୀ  । ମାଣ୍ତିଆଢିପା ସମିତି ପାଇଁ  ଭିନ୍ନ ଭିନ୍ନ ସ୍ଥାନରେ ୫ ଥର ସରପଞ୍ଚ  ଓ ସମିତି ସଭ୍ୟ ହୋଇଥିବା ପାଇକମାଳର ଏବେକାର ସରପଞ୍ଚ ଶ୍ରୀମାନ ଧବଳେଶ୍ବର ସାହୁ ଙ୍କ ସ୍ତ୍ରୀ ସହ ଟକର ଦେଉଛନ୍ତି ବିଜେପି ଦଳର ବରିଷ୍ଠ ନେତା ଶ୍ରୀମୋହନ ପାଣିଗ୍ରାହୀ ଙ୍କ ସ୍ତ୍ରୀ  ତାଙ୍କ ସହିତ ଆଉ ୨ଜଣ ମହିଳା ପ୍ରାଥୀ ମଇଦାନ ରେ ଅଛନ୍ତି । ଉକ୍ତ ୪ ପଞ୍ଚାୟତର ବିଜୟୀ ପ୍ରାଥୀନୀ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନୀ ଦୈାଡ ରେ ଆଶାୟୀ ଥିବା ମନେହୁଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026

You Might Also Like