-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ନୂଆପଡ଼ା:-କଳାହାଣ୍ଡି ଜିଲ୍ଲା ର ମଦନପୁର ରାମପୁର ବ୍ଳକ ପ୍ରତିନିଧି ଭାବେ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଧରିତ୍ରୀ ଖବରକାଗଜ ର ବ୍ଳକ ପ୍ରତିନିଧି ରୋହିତ ବିଶ୍ୱାଳ ବୟସ ୫୦ବର୍ଷ, ଆଜି ମାଓବାଦୀ ମାନଙ୍କ ଖବର ବିଷୟ ତଥ୍ୟ ଅନୁସନ୍ଧାନ ସହ ମାଓଇଷ୍ଟ ପୋଷ୍ଟର ର ଫଟୋ ଉତ୍ତୋଳନ କରୁଥିବା ସମୟରେ କଲ୍ଲାଖୁଁଟା ବ୍ରିଜ ରେ ଲେଣ୍ଡମାଇନ ବିସ୍ପୋରଣ ଫଳରେ ତାଙ୍କର ମୃତ୍ୟୁ ଘଟିଛି l