-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ମୁଢ଼େଲା ଗ୍ରାମ ଠାରେ ୧୯ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି lଏହି ଟୁର୍ଣ୍ଣାମେଣ୍ଟ କୁ ଉପଭୋଗ କରିବାପାଇଁ ପାଖଆଖ ଅଞ୍ଚଳ
ର ଶତାଧିକ ଦର୍ଶନ ଙ୍କ ସମାଗମ ଦେଖିବାକୁ ମିଳିଥିଲା lପଦ୍ମପୁର ର ଉଦିୟମାନ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆୟୋଜନ ତଥା ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ମଣିଷ ଜୀବନ ରେ ଖେଳ ର ଭୂମିକା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ lଫାଇନାଲ ମ୍ୟାଚ ରେ ବିଜୟୀ ଭେଉଁରିଆ ଦଳକୁ ଶ୍ରୀ ବରିହା ଶେଷରେ ପୁରସ୍କୃତ କରିଥିଲେ l