-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ନିଟ୍ ପ୍ରବେଶିକାରେ ପଶ୍ଚିମ ଓଡ଼ିଶା ଟପ୍ପ୍‌ର ସୋମେଶ ଙ୍କୁ ସମ୍ବର୍ଦ୍ଧନା-ଶିକ୍ଷାର ବ୍ୟବସ୍ଥା ସୁଦୃଢ ହେଲେ ଅନେକ ଟପର ସୃଷ୍ଟି ହେବେ-ନରସିଂହ

26-Nov-2021



ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର)ଆମେ ଶିକ୍ଷା ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଆଣିପାରିଛୁ । ପ୍ରାୟତଃ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷାଦାନ ପାଇଁ ଯାହା କିଛି ଭିତ୍ତିଭୂମି ହେଉ କି ଶିକ୍ଷଣୀୟ ଉପକରଣ ହେଉ ତାହା ପାଇ ପାରିଛୁ । ବର୍ତ୍ତମାନ ଏ କ୍ଷେତ୍ରରେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ଶିକ୍ଷକ, ପ୍ରାଧ୍ୟାପକ ଓ କର୍ମଚାରୀ ନିହାତି ଜରୁରୀ । ଏ ଦିଗକୁ ଆହୁରି ସୁଦୃଢ କରିବାକୁ ପଡିବ ତାହା ହେଲେ ହିଁ ଆମ ଜିଲ୍ଲା ପ୍ରତ୍ୟେକ କ୍ଷେତ୍ର ତାହା ମେଡିକାଲ ହେଉ କି ଇଞ୍ଜିନିୟରିଂ କ୍ଷେତ୍ରରେ ହେଉ ଆମେ ସବୁ କ୍ଷେତ୍ରରେ ଟପର ସୃଷ୍ଟି କରିପାରିବା ବୋଲି ବଲାଙ୍ଗିର ସହର ସ୍ଥିତ ଗାନ୍ଧୀଜୀ କ୍ଲବ ଆନୁକୁଲ୍ୟରେ ନିଟ୍ ପ୍ରବେଶିକାରେ ପଶ୍ଚିମ ଓଡିଶାରେ ଟପର ସ୍ଥାନ ଅଧିକାର କରିଥିବା ସୋମେଶ ଶୁଭମ୍ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ମାନ୍ୟବର ବିଧାୟକ ନରସିଂହ ମିଶ୍ର ନିଜ ଉଦ୍‌ବୋଧନରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଶିକ୍ଷା ଭିତ୍ତିଭୂମି ଭଳି ଆମେ ଏ ଅଂଚଳରେ କ୍ରିଡା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଯାଉଛି । ପ୍ରତ୍ୟେକ ସ୍କୁଲ କଲେଜମାନଙ୍କରେ ଖେଳପଡିଆ ସାଙ୍ଗକୁ ଏକ ଉତ୍ତମ ଶିକ୍ଷା ଗ୍ରହଣର ପରିବେଶ କରାଯାଉଛି ।  ଛାତ୍ର ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଗକୁ ଆହୁରି ଅନେକ ଯୋଜନା ଅଛି ବୋଲି ସେ କହିଥିଲେ । ଶ୍ରୀମାନ୍ ଷଡ଼ଙ୍ଗୀ ବଲାଙ୍ଗୀର ସ୍ଥିତ ଲିଟିଲ ଫ୍ଲାବ୍ୱାର ଓ ୟୁବୋଦୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ସମଗ୍ର ଓଡ଼ିଶାରେ ପ୍ରଥମ ସାତଜଣ ମ୍ମରେ ସ୍ଥାନ ପାଇଛନ୍ତି । ସମୁଦାୟ ୭୨୦ ମାର୍କ ରୁ ୬୯୦ ମାର୍କ ରଖି ଆଗାମୀ ଦିନରେ ଭୂବନେଶ୍ୱରସ୍ଥିତ ଏମ୍‌ସ୍ ରେ ଅ୍ମୟନ କରିବାକୁ ମନସ୍ଥିର କରିଛନ୍ତି । ଶ୍ରୀମାନ୍ ଷଡ଼ଙ୍ଗୀ ତାଙ୍କର ସଫଳତା ପାଇଁ ନିଜ ପିତା ସଂଜୟ କୁମାର ଷଡ଼ଙ୍ଗୀ ମାତା ସ୍ନିଗ୍ଧାରାଣୀ ରଥ ତଥା ୟୁବୋଦୟର ନିର୍ଦ୍ଦେଶକ ଶ୍ରୀ ଅମ୍ବରୀଶ ଦାଶଙ୍କୁ ଶ୍ରେୟ ଦେଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ମିଶ୍ର ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଆଲୋକପାତ କରିଥିଲେ । ପୃଥିରାଜ ହାଇସ୍କୁଲକୁ ପୋଷ୍ୟରୂପେ ଗ୍ରହଣ କରି ତା’ର ବିକାଶ ପାଇଁ ସେ ଚେଷ୍ଟିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ବଲାଙ୍ଗୀରସ୍ଥିତ ମେଡ଼ିକାଲ୍ କଲେଜରେ ସୁପର୍ ସ୍ପେସାଲିଷ୍ଟ ପଦବୀ ପୂରଣ କରିବା ପାଇଁ ଶ୍ରୀ ମିଶ୍ର ବିଧାନ ସଭାରେ ଦାବୀ ମଧ୍ୟ କରିଛନ୍ତି । ଉକ୍ତ ଭାରେ ଶିବ ପ୍ରସାଦ ଦତ୍ତ, ଉମାକାନ୍ତ ସାହୁ, ନକୁଳ ଅଗ୍ରୱାଲ, ରାମଚନ୍ଦ୍ର ପୁରୋହିତ, ବଳଦେବ ଦାଶ, ବାବୁଲ ବେହେରା, ଚଗଲା ପରିଛା, ଲକ୍ଷ୍ମୀ ପଟ୍ଟନାୟକ, ସୂର୍ଯ୍ୟ କୁମାର ମିଶ୍ର, ପ୍ରେ‘ସର ସଂଜୀବ ପାଣିଗ୍ରାହୀ, ନରେନ୍ଦ୍ର ମିଶ୍ର, ସୂର୍ଯ୍ୟ ମେହେର, ଭୁଜ ସେଲମା, ଆନନ୍ଦ ବଗର୍ତ୍ତି, ପିଣ୍ଟୁ ଦାନୀ, ଶୁଭେନ୍ଦୁ ସାହୁ ଇତ୍ୟାତି ଅନେକ ଶିକ୍ଷାବୀତ୍ ଅଂଶ ଗ୍ରହଣ କରିଥିଲେ । ସଭାର ଆୟୋଜକ କିଶୋର ଦଣ୍ଡସେନା ସଭା ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like