-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
05-Nov-2021
ଢେଙ୍କାନାଳ (ପ୍ରେରଣା ଖବର) ଢେଙ୍କାନାଳରେ ଫରେଷ୍ଟ ଅଫିସ ଏବଂ ରେଲୱେ କଲୋନୀ ମଧ୍ୟରେ ଆଜି କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାତିଠାରୁ ମାଙ୍କର ଚକ୍ଷୁ ଦାନ, ଷୋଳଷ ଉପଚାର ପୂଜା, ମାଙ୍କୁ ବିଭିନ୍ନ ପ୍ରକାର ଫୁଲହାରରେ ସୁସଜିତ, ବିଭିନ୍ନ ମଣ୍ଡଳ ପୂଜା, ଅଧିବାସ ପୂଜା ସହ ସପ୍ତଚଣ୍ଡୀ ଆହୁତି, ବିଭିନ୍ନ ପୁଜାର୍ଚନା କରାଯାଇଥିଲା । ମା ଙ୍କ ପାଖେ ମିଠା ଫଳମୂଳ ଭୋଗ ଲାଗି କରାଯାଇଥିଲା । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ପୂଜା ମଣ୍ଡପରେ 7ଜଣ ସଦସ୍ୟ ରହିବା, ମୂର୍ତ୍ତି ର ଉଚ୍ଚତା 4ଫୁଟ ମଧ୍ୟରେ ରଖାଯାଇଥିଲା ।