-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ରାଉରକେଲା (ପ୍ରେରଣା ଖବର) ରାଉରକେଲା ଇସ୍ପାତ କାରଖାନ ଭିତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ୧୫ଲଷ ଟଙ୍କାର ଆର୍ଥିକ ଷତିପୁରଣ ଓ ଜଣେ ସଦସ୍ୟଙ୍କୁ ଚାକିରୀ ପାଇଁ ଦାବି । ମୃତଦେହ ଇସ୍ପାତ ଜେନେରାଲ ହସ୍ପିଟାଲ ମର୍ଗ ହାଉସରେ ରଖାଯାଇଛି। ଦାବି ପୁରଣ ନହେଵା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରାଯିବ ନାହିଁ । ମୃତକଙ୍କ ସମ୍ପର୍କୀୟ ଓ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୁଚନା । ଗତକାଲି ଠିକା କର୍ମଚାରୀ ଭିକାରୀ ଚରଣ ଲେଙ୍କା ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।