-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ବୌଦ୍ଧ (ପ୍ରେରଣା ଖବର) : ଆଜି ସକାଳ ୧୦ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ରଙ୍ଗମାଟିଆ ଠାରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏନ୍ସି ଜୌତିରଂଜନ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ
ନାଏକ ଏବଂ ପ୍ରଭୁଦତ୍ତ ଦାସ ନାମକ ଜଣେ ଇଡ଼କୋ ଅଧିକାରୀ ଗୋଟିଏ କାର ରେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ବେଳେ ଫୁଲବାଣି ଜିଲ୍ଲା କେନ୍ଦୁପଦର ରୁ ଆସୁଥିବା ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ମୋଟ୍ ୬ଜଣ ନଆହତ ହୋଇଥିବା ଜଣାପଡିଛି। ନାଏକ ଏବଂ ପ୍ରଭୁଦତ୍ତ ଦାସ ନାମକ ଜଣେ ଇଡ଼କୋ ଅଧିକାରୀ ଗୋଟିଏ କାର ରେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ବେଳେ ଫୁଲବାଣି ଜିଲ୍ଲା କେନ୍ଦୁପଦର ରୁ ଆସୁଥିବା ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ମୋଟ୍ ୬ଜଣ ନଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଙ୍କ ସମେତ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏବଂ ତାଙ୍କ ଗାଡିରେ ବସିଥିବା ପ୍ରଭୁଦତ୍ତ ଦାସ୍ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନଂକ ଅବସ୍ଥା ସାଧାରଣ
ରହିଥିବା ସୂଚନା ମିଳିଛି l ମଧ୍ୟରୁ ଜଣେ ମହିଳା ଙ୍କ ସମେତ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏବଂ ତାଙ୍କ ଗାଡିରେ ବସିଥିବା ପ୍ରଭୁଦତ୍ତ ଦାସ୍ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନଂକ ଅବସ୍ଥା ସାଧାରଣ ରହିଥିବା ସୂଚନା ମିଳିଛି l