-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ଜିଲ୍ଲା

ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଯୁଗ୍ମ ସଂପାଦକ ଭାବେ ସମାଜସେବୀ ସୁନାକର ବେହେରା ମନୋନୀତ

08-Aug-2021



 ଜଗତସିଂହପୁର(ନୃସିଂହ ବାରିକ) : ଆନ୍ତର୍ଜାତୀୟ ମାନବାଧିକାର ପରିଷଦ, ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ରୂପେ ସମାଜସେବୀ ସୁନାକାର ବେହେରାଙ୍କୁ ନିଯୁକ୍ତ କରାଯାଇଅଛି । ଚଳିତ ମାସ  ୬ ତାରିଖ ଶୁକ୍ରବାର ଦିନ ସଂସ୍ଥା ପକ୍ଷରୁ ଏସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ବେହେରା ଏକାଧାରରେ ଜଣେ ଆଇନଜୀବୀ  ଓ ସାମ୍ବାଦିକ ଅଟନ୍ତି । ସେ କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମପଞ୍ଚାୟତ, ଜିଲ୍ଲା ଜଗତସିଂହପୁରର  ଅଧିବାସୀ ଅଟନ୍ତି। ରାଜଧାନୀ ଭୁବନେଶ୍ୱରରେ ରହି ନିଜର ଉଚ୍ଚ ଶିକ୍ଷାକୁ ସମାଜ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ କରି ନିଜ କର୍ମ କ୍ଷେତ୍ରରେ ମାନବ ସେବାକୁ ମାଧବ ସେବା ରୂପେ ସମର୍ପିତ କରାଇ ସମାଜର ବିଭିନ୍ନ ଜନକଲ୍ୟାଣ ରୁପି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି । ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ ପଦରେ ନିଜକୁ ନିୟୋଜିତ କରି ସମାଜରୁ କୁସଂସ୍କାର ପାରିବାରିକ ହିଂସା  ଅତ୍ୟାଚାର ଅଭାବୀ ପରିବାର ଓ ବେସାହାରଙ୍କୁ ସାହାଯ୍ୟ ଏବଂ ଶିକ୍ଷା ସଂସ୍କାର ମାଧ୍ୟମରେ ମାନବିକ ଅଧିକାର, ନାରୀମାନଙ୍କୁ ସୁରକ୍ଷା, ଶିଶୁ ନିର୍ଯାତନା କୁ ବନ୍ଦ ନିମନ୍ତେ ପଦକ୍ଷପ ଇତ୍ୟାଦି କାର୍ଯ୍ୟ ପାଇ ସମାଜରେ  ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହାସହିତ ଜବାହର ନବୋଦୟ ବିଦ୍ୟାଳୟ ପରି ଅନେକ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରତିନିଧିତ୍ୱ ସହ ସାଧାରଣ ଗ୍ରାହକ ଖାଉଟି ମାନଙ୍କୁ ସଚେତନ କରାଇ ଅସାଧୁ ବ୍ୟବସାୟୀଙ୍କୁ ଦଣ୍ଡିତ କରିବା ସମାଜରେ ଆଧ୍ୟାତ୍ମିକ ଜ୍ଞାନର ପରିପ୍ରକାଶ ମଠ ମନ୍ଦିର ରକ୍ଷଣା ବେକ୍ଷଣ, କରୋନା ମହାମାରୀ ସମୟରେ ସାମାଜିକ ସଚେତନତା ଇତ୍ୟାଦି ଅନେକ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ ହେବାର ଉପଲବ୍ଧି କରି ଆଜି ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦ୍ୱାରା ପରିଚାଳିତ "ଅନ୍ତର୍ଜାତୀୟ ମାନବାଧିକାର ପରିଷଦ" ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସମ୍ପାଦକ ପଦରେ ନିୟୋଜିତ କରାଯାଇଅଛି ।ଆଜି ଜଗତସିଂହପୁର ଜିଲ୍ଲା ର ପୁଅକୁ ଏହି କାର୍ଯ୍ୟ ନିମନ୍ତେ ଚୟନ କରାଯାଇଥିବାରୁ ଜିଲ୍ଲା ତଥା ଓଡିଶାର ବୁଦ୍ଧିଜୀବୀ ଓ ଜନସାଧାରଣ ଗର୍ବ ଅନୁଭବ କରିବାସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ନିଜର ସମାଜ ସେବାକୁ ଅଧିକ ଶାଣିତ କରିବା ସହିତ ସମାଜରେ ସାଧାରଣ ମଣିଷ ଟିର ବଞ୍ଚିବାର ଅଧିକାର କୁ ସାବ୍ୟସ୍ତ ନିମନ୍ତେ ଅହରହ ସଂଗ୍ରାମ କରି ମାନବାଧିକାର ନୀତି ନିୟମ କୁ ସମ୍ପୂର୍ଣ ଧ୍ୟାନଦେବେବୋଲି ମତ ବ୍ୟକ୍ତ କରିଛନ୍ତି । ନିଜ ଜିଲ୍ଲା ବାସୀଙ୍କ ଭଲପାଇବାର ଆଶ୍ରିବାଦରେ ଏହି ପଦ ମର୍ଯ୍ୟାଦା ମିଳିଅଛି ବୋଲି ସେ ନିଜ ଭବନରେ ପ୍ରକାଶ କରିଅଛନ୍ତି। ରିପୋର୍ଟ-ନୃସିଂହ  ଚରଣ ବାରିକ


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like