-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
08-Aug-2021
କୋଦଳା(ଉମା ମହାରଣା) : ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ l ପ୍ରଶାସନ ତତ୍ପର l ଦୁଇଦିନ ତଳେ ଗଣ୍ଡପଲ୍ଲୀ ନିକଟସ୍ଥ ଏରେଗୁଲା ବସ୍ତିରେ ଜଣେ ଜୈନିକ ମହିଳାଙ୍କ ନିକଟରେ ଡେଙ୍ଗୁ ପଜିଟିଭ ଚି଼ହ୍ନଟ ପରେ ଆଜି
ବ୍ରହ୍ମପୁରରୁ ଏକ ତିନି ଜଣିଆ ଡାକ୍ତରୀ ଟିମ ଆସି ଏରେଗୁଲା ବସ୍ତି ପରିଦର୍ଶନ କରିବା ସହିତ ଅଞ୍ଚଳରୁ ନମୁନା ସଂଗ୍ରହ କରି ଫେରିଥିବା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଏଯାବତ କୌଣସି ସଚେତନତା କରାଯାଇନଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି l