-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
08-Aug-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ନଗେନ୍ଦ୍ର ପାଣିଗ୍ରାହୀଙ୍କ ଶନିବାର ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥ ଯାଇଛି । ସେ ଜଣେ ମିଷ୍ଟ ଭାସି ଓ ପରୋପକାରୀ ବ୍ୟକ୍ତି ଥିଲେ। ରବିବାର ସାକାଳେ ଖନ୍ଦାଢିପ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ମୃତ୍ୟୁ ସମୟରେ ଦୁଇ ପୁଅ ବହୁ , ଦୁଇ ଝିଅ ଜ୍ୟାଇଁ, ନାତିନାତୁଣୀ ଓ ପରିବାର ଲୋକ ଉପସ୍ଥିତ ଥିଲେ।