-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
15-Jul-2021
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ ରିପୋର୍ଟ): ଆଜି ରେଙ୍ଗାଲି ବିଧାନସଭା ପରମାନପୁର ମଣ୍ଡଳ, ତବଲା ଗ୍ରାମପଞ୍ଚାୟତ ର ବହୁତ ସଂଖ୍ୟା ରେ ବିଜେଡି କର୍ମୀ ମାନେ ମାନ୍ୟବର ଯଶସ୍ପି ପ୍ରଧାମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୁଖି କାର୍ଯ ରେ ଆକୃଷ୍ଟ ହୋଈ ବିଜେପି ରେ ସାମିଲ ହେଲେ । ରେଙ୍ଗାଲି ବିଧାୟକ ଶ୍ରୀ ନାଉରି ନାଏକ ଙ୍କ ବାସଭବନରେ ରେ ଅନୁଷ୍ଠିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମ ରେ ଅନେକ ସଦସ୍ୟ ବିଜେପି ରେ ଯୋଗଦାନ କରିଥିଲେ ।
ଯୋଗଦାନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ସଞ୍ଜୀବ ବାରିକ, ସୁରେନ୍ଦ୍ର ପ୍ରଧାନ, ସୁଜୟ ପାଣିଗ୍ରାହୀ, ଜୟ ପ୍ରକାଶ ମେହେର, ଚିନ୍ମୟ ସାହୁ, ଗୋବର୍ଦ୍ଧନ ଭୋଇ, ଗୁଣନିଧି ଓରାମ, ପ୍ରଶାନ୍ତ ପ୍ରଧାନ, ସୁନୀଲ ସାହୁ, ପବିତ୍ର ପ୍ରଧାନ, କିରଣ ପାତ୍ର, ତ୍ରିଦେବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।