-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଗାନ୍ଧୀନଗର ପଡା ନିବାସୀ ସତ୍ୟନାରାୟଣ ପଟେଲଙ୍କ ୬୫ ବର୍ଷ ବୟସରରେ ତାଙ୍କ ଭୁବନେଶ୍ୱର ଏଏମ୍ଏସ୍ ରେ ପରଲୋକ ହୋଇଯାଇଛି । ସେ କରୋନା ରୋଗରେ ସଂକ୍ରମଣ ଥିଲେ । ତାଙ୍କର ଅନ୍ତିମ ସଂତ୍କାର ଭୁବନେଶ୍ୱରରେ ହୋଇଥିଲା । ତାଙ୍କର ସାନ ଭାଇ, ଦୁଇପୁଅ ଜ୍ୟୋର୍ତିମୟ ପଟେଲ, ନିରାମୟ ପଟେଲ ଉପସ୍ଥିତ ଥିଲେ । ସ୍ୱର୍ଗତ ପଟେଲ ଜଣେ ଭଦ୍ର , ଆମାୟିକ ଓ ପରୋପକାରୀ ବ୍ୟକ୍ତି ଥିବା ବେଳେ ବିଭିନ୍ନ ଅନୁଷ୍ଠନା ସହିତ ମଧ୍ୟ ଜହିତ ଥିଲେ । ତାଙ୍କ ମୃତ୍ୟୁରେ ବିଶେଷ ଗାନ୍ଧୀନଗରପଡା ଓ ପରିଚିତ ମହଳରେରେ ଶୋକର ଛାୟା ଖେଳିଯାଇଛି ।