-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ମେଧାବୀ ଛାତ୍ରୀ ର ଉଚ୍ଚ ଶିକ୍ଷା ବାଧାପ୍ରାପ୍ତ ଆଶଙ୍କା ଆର୍ଥିକ ଅନଟନ ସାଜିଲା ବାଧକ

14-Oct-2020



ଗଣିଆ : ଶିକ୍ଷାକ୍ଷେତ୍ରରେ ଆଦିବାସୀ ବିଦ୍ୟାର୍ଥୀ ମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର | ତଥାପି ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବେବି ଯୋଗାଯୋଗ ବିଛିନ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି | କେଉଁଠି ଟେଲି କମ୍ୟୁନିକେସନ ନାହିଁ ତ ଆଉ କେଉଁଠି ନାହିଁ ରାସ୍ତା | ଫଳରେ ଏବେବି ଅନେକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅନେକ ଉଦିତ ମାନ ପ୍ରତିଭା ଲୁଚିଯାଉଛନ୍ତି | ଏହିପରି ଏକ ଦୃଷ୍ଟାନ୍ତ ମିଳିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଗଣିଆ ବ୍ଲକରେ | ଗଣିଆ ବ୍ଲକ ଠାରୁ ସୁଦୂର ବଡ଼ସିଲିଂଗା ଗ୍ରାମ ପଞ୍ଚାୟତ | ପ୍ରାୟ 50କିଲୋମିଟର ରୁ ଅଧିକ ଦୂରତ୍ୱ ପଞ୍ଚାୟତ କୁ ଯାତାୟାତ ପାଇଁ ଉତ୍କୃଷ୍ଟ ରାସ୍ତା ନଥିବା ବେଳେ ଟେଲିକମ୍ୟୁନିକେସନ ର ସୁବିଧାରୁ ବଞ୍ଚିତ ପଞ୍ଚାୟତ ବାସୀ | ବଡ଼ସିଲିଂଗା ଗ୍ରାମ ପଞ୍ଚାୟତ ର ଭାଲିଆ ପଦର ଗ୍ରାମର ସୁଶାନ୍ତ ଯାନୀ ଙ୍କ ଝିଅ ମେଧାବୀ ଛାତ୍ରୀ ଆରତୀ ଯାନୀ | ନିଜର ପ୍ରକାଣ୍ଡ ପ୍ରଚେଷ୍ଟା ରେ ଗତ ମେଟ୍ରିକ ପରୀକ୍ଷା ରେ 430 ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି | ସୁଶାନ୍ତ ଙ୍କ ରୋଜଗାର ରେ ବାଧକ ସାଜିଛି କରୋନା ମହାମାରୀ ତା ସାଙ୍ଗକୁ ଗତ ବନ୍ୟା ପରିସ୍ଥିତି ତାଙ୍କର ସମସ୍ତ ଫସଲ ଉଜାଡି ଦେଇଥିବାରୁ ୨ ଓଳି ଦୁଇମୁଠା ଖାଇବାକୁ ବର୍ତମାନ ସେ ସମର୍ଥ ନୁହନ୍ତି | ଏହିଭଳି ସ୍ଥିତି ରେ ଝିଅ ଆରତୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାକୁ ଆବଶ୍ୟକ ଅଳ୍ପ କିଛି ଅର୍ଥ ନଦେଇ ପରିବାର ଅନ୍ତରର କୋହ କୁ ସେ ଚାପି ରଖିପାରିଲେନାହିଁ ଗଣମାଧ୍ୟମ ଆଗରେ | ଆରତୀ ସ୍ବପ୍ନ ଦେଖିଥିଲେ ଯେ ତାଙ୍କର ବର୍ତମାନ ର ସାଂସଦ ତଥା ଗରିବ ଆଦିବାସୀ ଙ୍କ ଦୁଃଖର ବନ୍ଧୁ ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ କିସ କଲେଜ ରେ ପଢିବେ | ଡାକ୍ତର ହୋଇ ଦୁଖୀ ଦରିଦ୍ରଙ୍କ ସେବା କରିବେ | ହେଲେ ବାପାଙ୍କ ଆର୍ଥିକ ଅନାଟନ ହେତୁ ସେ ଆବେଦନ କରି ପାରିନଥିବାରୁ ନିଜର ଉଜ୍ବଳ ଭବିଷ୍ୟତ ର ଅନ୍ଧକାର ରାସ୍ତାରେ ଲକ୍ଷ୍ୟହୀନ ହୋଇଯାଇଛନ୍ତି | ଅକସ୍ମାତ କନ୍ଧମାଳ ସାଂସଦ ଙ୍କ ନୟାଗଡ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ଙ୍କ ଏହି ଖବର କର୍ଣପାତ ହେବାପରେ ସେ ମେଧାବୀ ଛାତ୍ରୀ ଆରତୀ ଙ୍କ ପାଇଁ ଦାୟୀ ବୋଲି ଗଣମାଧ୍ୟମ ଆଗରେ କହିଥିଲେ | ଶ୍ରୀଯୁକ୍ତ ମିଶ୍ର ଙ୍କୁ ଆରତୀ ପଢ଼ୁଥିବା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ସୂଚନା ଦେଲାବେଳକୁ ଗୁଡ କହୁଣିକୁ ଛୁଇଁଲା ଭଳି ପରିସ୍ଥିତି ହୋଇ ସରିଥିଲା | ତଥାପି ଶ୍ରୀଯୁକ୍ତ ମିଶ୍ର ଗଣିଆ ବ୍ଲକ ଅଧକ୍ଷ ଙ୍କ ପାଖରେ ଆରତୀ ଦେଖିଥିବା କିସ କଲେଜ ର ସ୍ବପ୍ନ କୁ କୌଣସି ଉପାୟ ରେ ସଫଳ କରିବାର ଦାବି ରଖିଥିଲେ | ତତସହିତ ସେ ନିଜେ ଗରିବ ପଖାଳ କଂସା ର ଭାଗିଦାରୀ ଭାବେ ଚର୍ଚିତ ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କୁ ଏହିବିଷୟରେ କର୍ଣ୍ଣ ପାତ କରାଇବାର ସଂକଳ୍ପ ବଧ ହୋଈଥିଲେ | ସେ ମେଧାବୀ ଆରତୀ କୁ ଆନ୍ତରିକ କଲ୍ୟାଣ କରିଛନ୍ତି ଯେ ଦିନେ ଆରତୀ ମେଡିକାଲ ଅଫିସର ହେବ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like