-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
27-May-2026
ନୂଆପଡା (ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମ ପଞ୍ଚାୟତ ର ବିଶିଷ୍ଟ ରାଜନୀତିଜ୍ଞ ପ୍ରଥମ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ମାଁ ବୁଢାରଜା ଡୋକ୍ରିରିବୁଢୀଙ୍କ ସେବକ ଶ୍ରୀ ଯୁକ୍ତ ବଳିୟାର ଶିଙ୍ଗ ପୁଝାରି ଙ୍କ ଦେହାନ୍ତ ହେଇଯାଇଛି!ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ ଆଜି ବାବେବିର ଗ୍ରାମ ପଞ୍ଚାୟତ ଜଣେ ଧର୍ମପରାୟଣ ତଥା ବିଶିଷ୍ଟ ରାଜନୀତିଜ୍ଞ ଙ୍କୁ ହରାଇ ଶୋକାକୁଳ ରେ ବୁଢ଼ୀ ଯାଇଛି!ତାଙ୍କ ଜାଗା ଅପୂରଣୀୟ ଓ ଚିର ସ୍ମରଣୀୟ ହୋଇ ରହିବ!ସେ ସଦା ସର୍ବଦା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିଥିଲେ!ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ ଶ୍ରୀ ହେରାମ୍ବ ସିଂ ପୁଝାରି ଏବଂ ତାଙ୍କ ର ସମସ୍ତ ପରିବାରବର୍ଗ ର ଲୋକ ଉପସ୍ଥିତ ଥିଲେ!ତାଙ୍କର ଶେଷ କୃତ୍ୟ ରେ ବାରପାଲି ର ଶହ ଶହ ଜନସାଧାରଣ ଯାଇ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ!ତାଙ୍କର ବଡ ପୁଅ ହେରାମ୍ବ ସିଂ ପୁଝାରି ଚିତ୍ତାଗ୍ନୀ ରେ ମୁଖାଗ୍ନି ଲଗାଇଥିଲେ!