-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
29-Apr-2026
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାରତ ବିକାଶ ପରିଷଦ ତରଫରୁ ନାରାୟଣ କୁଷ୍ଟାଶ୍ରମ ଠାରେ ୧୩ ଜଣ ଅନ୍ତେବାସୀ ଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ଦାଉ ରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ସାଧାରଣ ସମ୍ପାଦକ ଦୁର୍ୟୋଧନ ସାହୁ ଅନ୍ୟାନ୍ୟ ସଭ୍ୟ ପ୍ରମୋଦ କୁମାର ସାହୁ , ଅଧ୍ୟାପକ ଅରବିନ୍ଦ ସାହୁ, ଜ୍ୟୋତିର୍ମୟ ମିଶ୍ର, ଅଧ୍ୟାପକ ରମାକାନ୍ତ କର, ଅଧ୍ୟାପିକା ସୁନନ୍ଦା ସାହୁ, କବିତା ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର , ଦାମୋଦର ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।