-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   (30-Mar-2026)       ||      ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?    (30-Mar-2026)       ||      ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   (30-Mar-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   (30-Mar-2026)       ||      ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   (30-Mar-2026)       ||      ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   (30-Mar-2026)       ||      ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ    (30-Mar-2026)       ||      ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ    (30-Mar-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ   (30-Mar-2026)       ||      ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   (30-Mar-2026)       ||      ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ    (30-Mar-2026)       ||      "ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   (30-Mar-2026)       ||      ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   (30-Mar-2026)       ||      ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||     

HOME   ଜିଲ୍ଲା

*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*

30-Mar-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଥିବା ଅବ୍ୟବସ୍ଥାର ସମାଧାନ ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀ ବଳଦେବ ପ୍ରସାଦ ବେଦବାକ୍ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ସେ ମାନ୍ୟବର ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜିଲ୍ଲାର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଅବଗତ କରାଇଛନ୍ତି।
ଶ୍ରୀ ବେଦବାକ୍ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ସୁବର୍ଣ୍ଣପୁର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ଟି ଆଇସିୟୁ (ICU) ଏବଂ ଭେଣ୍ଟିଲେଟର ରହିଥିଲେ ହେଁ, ସିଡିଏମ ପି ଏଚ ଓ (CDM PHO) ଙ୍କ ଅବହେଳା ଯୋଗୁଁ ସେଗୁଡ଼ିକ ଏପର୍ଯ୍ୟନ୍ତ ସ୍ଥାପନ କରାଯାଇ ପାରି ନାହିଁ। ଫଳରେ ଜିଲ୍ଲାର ରୋଗୀମାନେ ଜରୁରୀକାଳୀନ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ଅକଥନୀୟ କଷ୍ଟ ଭୋଗୁଛନ୍ତି।
ଏହା ସହିତ ସେ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି l 
 ସମଗ୍ର ଜିଲ୍ଲା ଓ ବିଶେଷ କରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି ।
 ରାମପୁର PHC କୁ UGPHC ଭାବେ ଉନ୍ନୀତ କରାଯାଇଥିଲେ ମଧ୍ୟ ସେଠାରେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୋଇ ଭିତ୍ତି ଭୂମି ର ଅଭାବ ଦେଖା ଦେଇଛି  ।
ସୋନପୁର ସହରର ପୁରୁଣା ହସ୍ପିଟାଲକୁ ଏକ PHC ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି l ଯାହାଫଳରେ କି ପୌରପାଳିକା ଅଞ୍ଚଳର ଲୋକେ ନିକଟରେ ଜରୁରୀ କାଳୀନ ଚିକିତ୍ସା ସୁବିଧା ପାଇପାରିବେ।
ଉଲୁଣ୍ଡା ଏବଂ ଡୁଙ୍ଗୁରିପାଲିରେ ନୂତନ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ପାଇଁ ସେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଉପରୋକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ସୁବର୍ଣ୍ଣପୁର  ଜିଲ୍ଲାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ ଓ ଏହା ଲୋକଙ୍କ ସରକାର ବିଜେପିର ମୋହନ ମାଝୀଙ୍କ ସରକାରଙ୍କ ଅମଳରେ ସମ୍ଭବ ବୋଲି ଶ୍ରୀ ବେଦବାକ୍ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   30-Mar-2026
  ରାଜ୍ୟ  
ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?   30-Mar-2026
  ଜିଲ୍ଲା  
ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   30-Mar-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   30-Mar-2026
  ଜିଲ୍ଲା  
ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   30-Mar-2026
  ଜିଲ୍ଲା  
ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   30-Mar-2026
  ଜିଲ୍ଲା  
ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ   30-Mar-2026
  ଜିଲ୍ଲା  
ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ   30-Mar-2026
  ରାଜ୍ୟ  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ   30-Mar-2026
  ଜିଲ୍ଲା  
ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   30-Mar-2026
  ରାଜ୍ୟ  
ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ   30-Mar-2026

You Might Also Like