-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?    (30-Mar-2026)       ||      ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   (30-Mar-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   (30-Mar-2026)       ||      ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   (30-Mar-2026)       ||      ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   (30-Mar-2026)       ||      ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ    (30-Mar-2026)       ||      ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ    (30-Mar-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ   (30-Mar-2026)       ||      ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   (30-Mar-2026)       ||      ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ    (30-Mar-2026)       ||      "ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   (30-Mar-2026)       ||      ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   (30-Mar-2026)       ||      ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||     

HOME   ଜିଲ୍ଲା

ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ

30-Mar-2026



ନର୍ଲା ( ଚିନ୍ତାମଣି  ନାଏକ ) ନର୍ଲାରୋଡ ରେଳ ଷ୍ଟେସନ ଠାରେ କୋଭିଡ ପୂର୍ବରୁ ଯେଉ ସବୁ ଏକ୍ସପ୍ରେସ ଟ୍ରେନ ରହଣି ହେଉଥିଲା । ସେ ଗୁଡିକ ଟ୍ରେନ ନର୍ଲା ଷ୍ଟେସନ ଠାରେ ରହିବା ପାଇଁ କେନ୍ଦ୍ର ସରକାର ଙ୍କ ଅନୁମତି ନ ଥିଲା ।  ଏ ନେଇ ନର୍ଲା ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ରେଳବାଇ ମନ୍ତ୍ରୀ ଙ୍କୁ ଟ୍ରେନ ରହଣି ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ ତେଣୁ ଏହି ପ୍ରସଙ୍ଗ କୁ ନେଇ ଆଜି ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲା ସ୍ଵାଭିମାନ ମଞ୍ଚ ଓ ଅନ୍ୟାନ୍ୟ ସଂଘଠନ ପକ୍ଷରୁ ସମତ। ଏକ୍ସପ୍ରେସ, ତିରୁପତି ବିଳାସପୁର ଏକ୍ସପ୍ରେସ ଓ ଇସ୍ପାତ ଟ୍ରେନ ରହଣି ପାଇଁ ଷ୍ଟେସନ୍ ମାଷ୍ଟର ଙ୍କ ଜରିଆରେ ପୂର୍ବତଟ ରେଳବାଇ ମେନେଜର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯଇଛି ଏଥିରେ  ଦିପୁ ପାତ୍ର, ଚୂଳ ଗୌଦିଆ, ଅନୀରୁଦ୍ଧ ବିଶ୍ବାଳ, ଦୁର୍ଯ୍ୟୋଧନ କୁମାର ସମେତ  ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବି ମାନେ ଉପସ୍ଥିତି ରହିଥିଲେ


News Comment




Photo in News

Advertisment
Lastest News
  ରାଜ୍ୟ  
ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?   30-Mar-2026
  ଜିଲ୍ଲା  
ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   30-Mar-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   30-Mar-2026
  ଜିଲ୍ଲା  
ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   30-Mar-2026
  ଜିଲ୍ଲା  
ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   30-Mar-2026
  ଜିଲ୍ଲା  
ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ   30-Mar-2026
  ଜିଲ୍ଲା  
ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ   30-Mar-2026
  ରାଜ୍ୟ  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ   30-Mar-2026
  ଜିଲ୍ଲା  
ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   30-Mar-2026
  ରାଜ୍ୟ  
ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ   30-Mar-2026
  ଜିଲ୍ଲା  
"ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   30-Mar-2026

You Might Also Like