-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

ମୁଁ ଦଳିତ କିନ୍ତୁ ସଦା ଆଦିବାସୀଙ୍କ ପାଇଁ ଲଢ଼ିଛି ଓ ଲଢ଼ୁଛି : ଭକ୍ତ

27-Dec-2025



ସମାଜର ଶେଷ ମନୁଷ୍ୟ ନ୍ୟାୟ ନ ପାଇଲା ପର‌୍ୟ୍ୟନ୍ତ ଦେଶ ଆଗେଇବ ନାହିଁ

 

ଆଦିବାସୀ ସବୁଠୁ ବେଶୀ ନିର୍ଯ୍ୟାତିତ 

ଭୁବନେଶ୍ବର(ପ୍ରେରଣା ଖବର): ସମ୍ପ୍ରତି ଘଟିଥିବା ମାଲକାନଗିରି ଜିଲ୍ଲାର ରାକାଲଗୁଡାକୁ କଂଗ୍ରେସ ଦଳର ବିଶିଷ୍ଟ ନେତୃବୃନ୍ଦଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତଥା ଆଲୋଚନା କରିଥିଲେ l ରାକାଲଗୁଡା ସଭାରେ ସଭାପତି ଶ୍ରୀ ଦାସ କହିଲେ, ଆମେ ଘଟଣାକୁ ଲକ୍ଷ୍ୟ କରୁଥିଲୁ, ପରିସ୍ଥିତି ବୁଝୁଥିଲୁ, ଜିଲ୍ଲା ସଭାପତିଙ୍କ ଠାରୁ ସୂଚନା ପାଉଥିଲୁଁ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରୁଥିଲୁ l ମୁଁ ୭୨ ମସିହାରେ ମୋଟୁରୁ ପଦଯାତ୍ରା କରିଥିଲି । ପୀଡିତାଙ୍କ ପରିବାର ସହିତ ସାକ୍ଷାତ କରିଥିଲୁ ଏବଂ ଏସପିଙ୍କୁ ଭେଟିଥିଲୁ  ଦୋଷୀ କିଏ ସେତେବେଳେ ଆମେ କହିଥିଲୁ କିନ୍ତୁ ଆଜି ପର‌୍ୟ୍ୟନ୍ତ ଦୋଷୀ ଧରା ପଡିଲେ ନାହିଁକ୍ଷ ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଛି ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଘଟୁଛି l ଏପରିକି ଛାତ୍ରାବାସରେ ମଧ୍ୟ ଦୁଷ୍କର୍ମ ହେଉଛି ଏବଂ ରାଜ୍ୟରେ ମଧ୍ୟ ଏ ସବୁ ଘଟଣା ବ୍ୟାପିବାରେ ଲାଗିଛି । ବିଜେପି ସରକାର ଆସିଲା ପରେ ନାରି ଅତ୍ୟାଚାର ବୃଦ୍ଧି ପାଇଛି । ଅଧିକାଂଶ ଦୁଷ୍କର୍ମ ଆଦିବାସୀ କିମ୍ବା ଦଳିତଙ୍କ ଉପରେ ହଉଛି । ଚିତ୍ରକୋଣ୍ଡା ଅଂଚଳର ଏକ ସ୍କୁଲରେ ଜଣେ ନାବାଳିକା ପ୍ରସବ କରିବା ଘଟଣା ସାମ୍ନା କୁ ଆସିଛି । ଏପରିକି ଖୋଦ ରାଜଧାନୀରେ ଦୁଷ୍କର୍ମ ଘଟଣା ଘଟୁଛି.। ଏଥିପାଇଁ ଲୋକଙ୍କୁ ଜାଗ୍ରତ ହେବାକୁ ପଡିବ । ଜାଗ୍ରତ ହେଲେ ପ୍ରତିକ୍ରିୟା ହେବ ଏବଂ ହିଂସା ହେଲେ ପ୍ରତିହିଂସା ହେବ । କିନ୍ତୁ ପ୍ରତିହିଂସା ସଦଭାବପୁର୍ଣ କରିବା ଆବଶ୍ୟକତା ଅଛି । ହଜାର ହଜାର ଲୋକ ଜିଲ୍ଲାପାଳଙ୍କ ପାଖକୁ ଯିବେ ନ୍ୟାୟର ଦାବି କରିବେ ଏକଥା ସୋସିଆଲ ମେଡ଼ିଆରେ ବ୍ୟାପିବ ଏବଂ ଏହା ଏକ ଜନଆନ୍ଦୋଳନର ରୂପ ନେବ । ଆଦିବାସୀଙ୍କ ପାଇଁ ମୁଁ ବସ୍ତର ଝାଡ଼ଖଣ୍ଡ ତେଲେଙ୍ଗାନା, ଆନ୍ଦ୍ର, ଗୁଜରାଟ ଆଦି ସ୍ଥାନରେ ଲଢ଼ିଛି । ମୁଁ ଦଳିତ ହୋଇଥିଲେ ମଧ୍ୟ ଆଦିବାସୀଙ୍କ ପାଇଁ ଲଢ଼ିଛି । ଆଦିବାସୀ ହେଉଛନ୍ତି ଗାନ୍ଧୀଙ୍କର ଗାନ୍ଧିଜୀ କହିଛନ୍ତି ଯେତେବେଳେ ସମାଜର ଶେଷ ବ୍ୟକ୍ତି ନ୍ୟାୟ,କର୍ମ, ସମ୍ମାନ ପାଇ ନାହାନ୍ତି ସେ ପର‌୍ୟ୍ୟନ୍ତ ଏ ଦେଶ କେବେ ଆଗକୁ ବଢ଼ି ପାରିବ ନାହିଁ । ଏଠାରେ ଘଟିଥିବା ହତ୍ୟା ଘଟଣା ଜଣେ ବ୍ୟକ୍ତିର କାର‌୍ୟ୍ୟ ନୁହେଁ । ଅନ୍ୟମାନେ କିଏ ସାମିଲ ହୋଇଥିଲେ ଏବଂ କାହିଁକି ସାମିଲ ହୋଇଥିଲେ ତାହା ଜାଣିବାର ଆବଶ୍ୟକତା ଅଛି । ଏବଂ ପୋଲିସ ଅପରାଧୀକୁ ଦଣ୍ଡ ଦେବା ତାର କର୍ତ୍ତବ୍ୟ । ପୋଲିସ ଏବଂ ସରକାର ଉପରେ ପ୍ରଶ୍ନ ଉଠିବ କାରଣ ଗଣତନ୍ତ୍ର ଏବଂ ସମ୍ବିଧାନର ଶାସନ  ଅଛି କ୍ଷ ଏହି ଆଦିବାସୀଙ୍କ ମାଆଙ୍କ ହତ୍ୟାରେ ଯେଉଁ ମନେ ସାମିଲ ଅଛନ୍ତି ସେମାନଂକୁ ମଧ୍ୟ ଦଣ୍ଡ ଦେବା ଉଚିତ । ୨୦୦୬ ମସିହାରେ କଂଗ୍ରେସ ଆଣିଥିବା ଆଇନ ଅନୁଯାଇ ପଟ୍ଟା ଦିଆଯାଉ । ଆପଣ ଲଢନ୍ତୁ କଂଗ୍ରେସ ଆପଣଙ୍କ ସାଙ୍ଗେ ଲଢ଼ିବ।

ବଙ୍ଗାଳୀ ସମାଜକୁ ସମ୍ବୋଧନ କରି ଶ୍ରୀ ଦାସ କହିଲେ ଆଦିବାସୀ ହଉଛି ମୂଳନିବାସୀ  ସେମାଙ୍କଠାରୁ ସମସ୍ତ ଜାତିର ସୃଷ୍ଟି। ସେମାନେ ଶହ ଶହ ବର୍ଷ ଧରି ଦୁଃଖକଷ୍ଟ ଓ ନିର‌୍ୟାତନାର ଶିକାର ହୋଇ ଆସୁଛନ୍ତି । ସେମାନେ ମାଟିର ମାଲିକ । ସମସ୍ତ ଜାତିର ଉନ୍ନତି ହେଇଛି କିନ୍ତୁ ଆଦିବାସୀ ଆଜି ବି ପଛୁଆ ଅଛନ୍ତି । ସେମାନେ ସରଳ ଓ ନିଷ୍କପଟ ସେମାନଙ୍କୁ ଉସକେଇବା ସହଜ । ଏହି ଘଟଣା କେବଳ ଜଣେ ଲୋକଙ୍କ ପାଇଁ ଗାଁ ନିନ୍ଦିତ ହେଲା । କିନ୍ତୁ ତା ପଛରେ କିଛି ଲୋକ ନିଶ୍ଚୟ ସାମିଲ ଅଛନ୍ତି । ଆପୋଷ ବୁଝାମଣକ୍ଷରେ ସମାଧାନ ହୋଇ ପାରିଥାନ୍ତା । ଏଭଳି ଘଟଣା ଘଟେ କିନ୍ତୁ ଏଭଳି ସ୍ଥିତିରେ ଧର‌୍ୟ୍ୟର ସହ ବିଚାର କରିବକ୍ଷକୁ ପଡେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସଦଭାବ ରହିବା କଥା । ବିଦ୍ରୋହ କରିବାର ଆବଶ୍ୟକତା ଅଛି କିନ୍ତୁ ତାହା

ଶାନ୍ତିପୂର୍ଣ ହେବା ଉଚିତ । ଆପଣଙ୍କ ସମାଜକୁ ଅନୁରୋଧ ଶାନ୍ତି ବଜାୟ ରଖନ୍ତୁ ଓ ସମସ୍ୟା ସମାଧାନର ପ୍ରୟାସ କରନ୍ତୁ  ମୁଁ ସରକାରଙ୍କ ଠାରେ ଅପିଲ କରିବି ଅପଣଂକର ଘରଦ୍ୱାର ଭାଙ୍ଗିଛି କେମିତି ଶାନ୍ତିରେ ସହଜରେ ଓ ଶୀଘ୍ର ହୋଇପାରିବ ସେ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ଆଦିବାସୀ ଏବଂ ଆପଣଙ୍କ ସମାଜ ମଧ୍ୟରେ ଏକ ସବୁଦିନିଆ ଭାଇଚାରା ସୃଷ୍ଟି ଏବଂ ବସତି ସ୍ଥାପନ କରାଯିବାର ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ଦଳ ଉଦ୍ୟମ କରିବ ଏବଂ ସରକାରଙ୍କ ଠାରେ ଅନୁରୋଧ କରିବ l ଆଜିର ଏହି ପରିଦର୍ଶନ ଏବଂ ସଭା କାର‌୍ୟ୍ୟକ୍ରମରେ ସିଏଲପି ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁତା, ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ଶ୍ରୀମତୀ କର୍ମା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ନେତା ମୁନା ତ୍ରିପାଠୀ, ଗୋବିନ୍ଦ ପାତ୍ର, ଚିଠି ବାବୁ, ଲାଲୁ ବାବୁ, ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ନିଶିକାନ୍ତ ମିଶ୍ର, ମନୋଜ ନାୟକ, ଅନାମ ଦ୍ୟାନ, ହାରାବତୀ ଗଣ୍ଡ, ମାଲା ପାଢ଼ୀ, ନିମାଇଁ ସରକାର ଆଦି ନେତୃବୃନ୍ଦ ସାମିଲ ହୋଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like