-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
ବରଗଡ଼ (ମୁକୁନ୍ଦ ଦାସ) ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ-୧୯ ସମୟରେ ଜିଲ୍ଲା ପୋଲିସକୁ ସୁପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ । କୋଭିଡ ପକ୍ଷରୁ ଜିଲ୍ଲାରେ ସମସ୍ତ ପ୍ରକାର ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପାଦନା କରିବାରେ ସିଦ୍ଧହସ୍ତ ହୋଇ ପାରିଥିଲେ । ଏଥିପାଇଁ ଜାତୀୟ ମହିଳା କମିଶନ ପକ୍ଷରୁ ସ୍ବତନ୍ତ୍ର ଭାବେ କୋଭିଡ ମହିଳା ରିଏଲ ହିରୋ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା ।