-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||     

HOME   ଜିଲ୍ଲା

*ପୂରାତନ ଫେରିଘାଟ ବିପର୍ଯ୍ୟସ୍ତ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ* - *ବିଭିନ୍ନ ବିଭାଗ ର କାର୍ଯ୍ଯ ହୋଇ ପାରେ ଲେଟ୍* - *ଜିଲ୍ଲାପାଳ ପହଁଚିଲା ପରେ ସେ କାର୍ଯ୍ଯ ହେଉଛି ପୁରା ପର୍ଫେକ୍ଟ*-

22-Oct-2025



ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ)
ସହରର ସର୍ବ ପୂରାତନ ମହାନଦୀ ତେନ୍ତୁଳିଘାଟ ତଥା ଫେରିଘାଟର ବିପର୍ଯ୍ୟସ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀ ଙ୍କ ଠାରୁ ଅବଗତ ହୋଇ ଆଜି ସକାଳ ୮ ଟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ହଠାତ୍ ପରିଦର୍ଶନରେ ପହଞ୍ଚିଥିଲେ l ପ୍ରତିଦିନ ରାଜ୍ୟ ତଥା ଦେଶ ବିଦେଶ ର ଶହ ଶହ ପର୍ଯ୍ୟଟକ ଏ ଘାଟ ଦେଇ ମେସିନ ବୋଟରେ ମହାନଦୀ ମଧ୍ୟ ଭାଗରେ ଥିବା ପ୍ରତ୍ୟକ୍ଷ ଦେବୀ ମା ଲଙ୍କେଶ୍ଵରୀ ଙ୍କୁ ଦର୍ଶନ ଓ ପିକନିକ ପାଇଁ ଆସୁଥିବା ବେଳେ ଘାଟ ର ଅଳିଆ ଆବର୍ଜ୍ଜନା ଓ ଦୂରବସ୍ଥା ଲାଗି ପର୍ଯ୍ୟଟକ ନାକ ଟେକୁଥିବା ବିଷୟ  ଶୁଣି ଓ ନିଜେ ଅନୁଭଵ କରି ପୌର ପ୍ରଶାସନ ଉପରେ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ l ବିଭିନ୍ନ ବିଭାଗ ର ଇଚ୍ଛା ଶକ୍ତି ଅଭାବ ରୁ ସାମାନ୍ୟ ଛୋଟ ଟିକେ ଟିକେ କାର୍ଯ୍ଯ ସବୁ ଅବହେଳିତ ହୋଇ ପଡିଥିବା ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବା ରୁ ଜିଲ୍ଲାପାଳ ଙ୍କୁ ଲଜ୍ଜିତ ହେବାକୁ ପଡୁଛି ବୋଲି କହିଥିଲେ l ଜିଲ୍ଲାପାଳ କାହାକୁ କିଛି ନ କହି ସ୍ଥିତି ଅନୁଧ୍ୟାନ କରିବା ପରେ ଚାଲିଯାଇଥିଲେ l କିନ୍ତୁ ତୁରନ୍ତ ଦୁଇ ଘଣ୍ଟା ଭିତରେ ଜିଲ୍ଲାପାଳ ଜେସିବି ପଠାଇ ପୌର ଅଧିକାରୀ ଋଷି ମାଝୀ ଙ୍କ ସହ ଏହି ଘାଟରେ ଦେଢ଼ ଘଣ୍ଟା ବସି କାର୍ଯ୍ଯ ଆରମ୍ଭ କରି ନିଜେ ତଦାରଖ ମଧ୍ୟ କରିଥିଲେ l ଏହା ପରେ ଏହା ଉପରେ ବାଲି ପକାଇ ଅସ୍ଥାୟୀ ଘାଟ କରାଯିବ l ଏହା ଦେଖି ସ୍ଥାନୀୟ ବାସିନ୍ଦା ଆଜି ହତବାକ ହୋଇଯାଇଥିଲେ ଏବଂ ଜିଲ୍ଲାପାଳ ହେବ ତ ଏମିତି, ବିଭିନ୍ନ ବିଭାଗ ର ସାମାନ୍ୟ କାର୍ଯ୍ଯ ହୋଇପାରେ ଲେଟ୍ କିନ୍ତୁ ନିଜେ  ଜିଲ୍ଲାପାଳ ସେଠି ପହଁଚିବା ପରେ ସେ କାମ ହେଇ ଯାଉଛି ପୁରା ପର୍ଫେକ୍ଟ ବୋଲି ଆଜି ଲୋକେ କହୁଥିବା ଖବର ମିଳିଛି l

ଘାଟ ର ଦୂରାବସ୍ଥା ଯୋଗୁଁ ଏହି ଘାଟକୁ ପ୍ରତ୍ୟହ ଗାଧୋଇବାକୁ ଆସୁଥିବା ହଜାର ହଜାର ମହିଳା ସ୍ଥାନୀୟ ଅଧିବାସୀ ବ୍ୟାପକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଜିଲ୍ଲାପାଳ ଙ୍କ ଆଜିର ଏହି ତୁରନ୍ତ ପଦକ୍ଷେପ କୁ ନେଇ ଏ ଅଞ୍ଚଳ ର ଅଧିବାସୀ ଓ ବୁଦ୍ଧିଜୀବି ମହଲରେ ଖୁସି ପ୍ରକାଶ ପାଇଛି l ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିବା ରିଙ୍ଗ ରୋଡ ନିର୍ମାଣ ବେଳେ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ରାଜରଜୁଡ଼ା ଅମଳ ର ଘାଟର ପାହାଚ ସବୁ ଭାଙ୍ଗି ଚୁରମାର କରିଦେଇ ଛାଡ଼ି ଦେଇ ପଳେଇ ଥିବା ବେଳେ  ସହରବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026

You Might Also Like