-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Oct-2025
ନୂଆପଡ଼ା -( ରାମନାଥ ପଣ୍ଡା)
ଆଜି ନାମାଙ୍କନ ପତ୍ର ଯାଞ୍ଚ ପରେ ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ସହ ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି ।ନାକଚ ପ୍ରାର୍ଥୀଙ୍କ ନାମ
ରାଜାରାମ ସାହୁ- ବହୁଜନ ସମାଜ ପାର୍ଟି, ସୀତାରାମ ବେହେରା - ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ, କମଲ କୁମାର ଛତ୍ରିଆ - ସ୍ଵାଧୀନ , ପୁରୁଷୋତ୍ତମ ବେହେରା- ସ୍ଵାଧୀନ , ଭୁଜବଳ ଆଡବାଙ୍ଗ - ସ୍ଵାଧୀନ ପ୍ରାର୍ଥୀ l