-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ଜିଲ୍ଲା

*ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ର ନିଆରା ଦୀପାବଳୀ ପାଳନ*- - *ମିଠା ବାଣ୍ଟିଲେ ଗୀତ ନାଚ କଲେ - ବରିଷ୍ଠ ନାଗରିକ ଙ୍କ ମୁହଁ ରେ ହସ ଫୁଟାଇଲେ* -

21-Oct-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର  ବଡ଼ ଝିଙ୍କି ସ୍ଥିତ ମହିମା ବରିଷ୍ଟ ନାଗରିକ  ଆଶ୍ରମ ରେ ଏକ ନିଆରା ଓ ନିରାଡମ୍ବର ଦୀପାବଳି ଉତ୍ସବ ପାଳିତ ହୋଇ ଯାଇଛି l ସଭାପତି ଗୋପାଳ ନେଗି ଙ୍କ ପରାମର୍ଶ ତଥା ଉପଦେଷ୍ଟା ପ୍ରସନ୍ନ କର୍ଣ୍ଣ ଙ୍କ ତତ୍ଵାବଧାନ ରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ମହିଳା ଯୋଗ ସମିତି ର ମିଳିତ ପ୍ରୟାସ ରେ  ମହିମା ବରିଷ୍ଠ ନାଗରିକ (ଜରାଶ୍ରମ ) ର ଅନ୍ତେବାସୀ  ଙ୍କ ସହ ମିଠା , ଫଳ ଓ ସୁସ୍ୱାଦୁ ଖାଦ୍ୟ ଖାଇବା ସହ ଗୀତ ନାଚ  କରି ଖୁବ ମଜା ନେଇଥିଲେ । ଦୀପାବଳି ଆଲୋକର ପର୍ବ ହୋଇ ଥିବାରୁ ଆଶ୍ରମ କ୍ୟାମ୍ପସ ରେ ପାରମ୍ପରିକ କେବଳ ଝିର୍ ଝିରି, କୁପି ଲଗା ଯାଇଥିଲା l ଓ ଗୀତିକାର ବିଶିଷ୍ଟ କଣ୍ଠଶିଳ୍ପୀ ପୁରନ୍ଦର ଠେଲା ଙ୍କ *ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ* *କେରି କେରି ସୁନା ଦୁବ*  ନୃତ୍ୟ ଓ ଗୀତ ର ତାଳେ ତାଳେ ନାଚି ନାଚି ବେଶ ମଜା ନେଇଥିଲେ ବୃଦ୍ଧ ବୃଦ୍ଧା ବାପା ମାଆ ।

ଏହି କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ମନୋଜ ପଣ୍ଡା, ସଂପାଦକ ଶ୍ରୀବନ୍ତ ମିଶ୍ର ଙ୍କ ସହ ମାତା ଯୋଶବନ୍ତି ମିଶ୍ର, କାଁହୁ ସାହୁ, ରୁଦ୍ରାକ୍ଷ୍ୟ ସାହୁ,  ଉମାକାନ୍ତ ମେହେର, ଅନିତା ମେହେର,ପିଣ୍ଟୁ ରଥ,ଯୋଗୀ ଦେବ ରଞ୍ଜନ ତ୍ରିପାଠୀ, ଶିବ ଶଙ୍କର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ । ସମାଜ ସେବୀ ରବିନ୍ଦ୍ର ଜେନା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଉତ୍ସବ ରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସହର ସାରା ବାଣ ଫଟକା  ଫୁଟାଇ ଧୁମ ଧାମ ରେ ଦୀପାବଳୀ ଉତ୍ସବ ପାଳନ କରିଥିବା ଓ ଶବ୍ଦ, ବାୟୁ, ଜଳ ଓ ସମଗ୍ର ପରିବେଶ କୁ ପ୍ରଦୂଷଣ କରୁଥିବା ବେଳେ ଫରେଷ୍ଟ ସ୍ମାର୍ଟ ପାର୍କ ର ଏ ଯୋଗ ସାଧକ ମାନେ କିନ୍ତୁ ମହିମା ବରିଷ୍ଠ ନାଗରିକ ସେବା ଶ୍ରମ ର ବୃଦ୍ଧ ବୃଦ୍ଧା ବାପା ମାଆ ଙ୍କ ସହିତ ଖୁବ ନିରାଡମ୍ବର ଭାବରେ ଦୀପାବଳୀ ଉତ୍ସବ ପାଳନ କରି ଖୁବ ଆତ୍ମ ସନ୍ତୋଷ ଲାଭ କରିଛନ୍ତି l ଏବଂ ସ୍ଵଚ୍ଛ, ଶାନ୍ତ, ସବୁଜ ଓ ପ୍ରଦୂଷଣ ମୁକ୍ତ ର ଏକ ସଚେତନତା ର ବାର୍ତ୍ତା ପହଞ୍ଚାଇଛନ୍ତି ସାରା ସମାଜ କୁ ବୋଲି ବୁଦ୍ଧିଜୀବି ମହଲ ରେ ଓ ପ୍ରାସାସନିକ ସ୍ତର ରେ ପ୍ରଶଂସା କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like