-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2025
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କୌଣସି କାମରେ ସିନ୍ଧେକେଲା ଦେଇ ଯାଉଥିବା ସମୟରେ ସିନ୍ଧେକେଲା ବସଷ୍ଟାଣ୍ଡ ଠାରେ ରାସ୍ତା କଡରେ ବିକ୍ରୀ କରିବାପାଇଁ ଭଳିକି ଭଳି ମାଟିଦୀପ ବିକ୍ରୀ ହେଉଥିବା ଦେଖିବାକୁ ପାଇଥିଲେ। ତେବେ ଗାଡିରୁ ଓଲ୍ଲାଇ ବିକ୍ରୀ କରୁଥିବା ଲୋକଙ୍କୁ ମାଟିଦୀପ ର ଚାହିଦା କିପରି ଅଛି ପଚାରି ବୁଝିବାସହ ନିଜେ ମଧ୍ୟ ମାଟିଦୀପ କିଣିଥିଲେ ଏବଂ ଲୋକଙ୍କୁ ମାଟିଦୀପ ରେ ହିଁ ଦିପାବଳୀ ପାଳିବା ପାଇଁ ସଚେତନ କରୁଥିବା ଦେଖାଯାଇଥିଲା। ତେବେ ବିଧାୟକ ମାଟିଦୀପ ପାଇଁ ଲୋକଙ୍କୁ ସଚେତନ କରୁଥିବା ଖବର ଜାଣି ବହୁ ଭିଡ ପରିଲକ୍ଷିତ ହୋଇଥିଲା।