-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଖେଳ

୧୧ ଓ ୧୩ ବର୍ଷରୁ କମ ବୟସ ବର୍ଗର ରାଜ୍ୟ ବେଡ଼ମୀଣ୍ଟନ ଚାମ୍ପିୟନସିପ ଉଦଯାପିତ ■ ୧୩ ବର୍ଷରୁ କମ ବର୍ଗରେ ଅୟଙ୍କ ସାହୁଙ୍କୁ ତ୍ରିମୁକୁଟ ଲଷ୍ମୀପ୍ରିୟା ଙ୍କୁ ଦ୍ବିମୁକୁଟ

20-Oct-2025



ଭୁବନେଶ୍ୱର(ପ୍ରେରଣା ଖବର): ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଂଘ ଦ୍ୱାରା  ଆୟୋଜିତ ୧୧ ଓ ୧୩ ରୁ କମ ବୟସ ବର୍ଗ ରାଜ୍ୟ ବେଡ଼ମିଣ୍ଟନ ଚମ୍ପିୟନସିପ ଆଜି ଉଦଯlପିତ ହୋଇ ଯାଇଅଛି l  
ତିନି ଦିନ ବ୍ୟାପି ପୋଖରୀପୁଟ ସ୍ଥିତ ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନୁଷ୍ଠିତ ହୋଇ ଥିବା ଏହି ରାଜ୍ୟ ଚମ୍ପିୟାନସିପର ୧୩ ବର୍ଷରୁ କମ ବୟସ ବର୍ଗରେ ସମ୍ବଲପୁରର ଅୟଙ୍କ ସାହୁ ତ୍ରିମୁକୁଟ ଲାଭ କରିଛନ୍ତି l ଅୟଙ୍କ ସିଙ୍ଗଲ ଫାଇନାଲରେ  ଖୋର୍ଦ୍ଧାର ପଂସୁଲ ସେଠିଙ୍କୁ ସିଧାସଳଖ ୨୧/୧୮/ ୨୧/୯ ହରାଇ ଚମ୍ପିୟାନ ହୋଇଛନ୍ତି l ଡବଲସ ରେ ବାଲେଶ୍ୱର ର ଅର୍ଣ୍ଣବ ଦାସଙ୍କୁ ସାଥୀକରି ରାୟଗଡା- ଖୋର୍ଦ୍ଧା ଯୋଡି ଅନୁରୂପ ସାହୁ ଓ ପଂସୁଲ ସେଠିଙ୍କୁ ୨୧/୧୬/ ୧୪ ପଏଣ୍ଟ ରେ ପରାସ୍ତ କରିଛନ୍ତି l
ଠିକ ସେହିପରି ମିକ୍ସ ଡବଲସ ରେ ଅୟଙ୍କ ଏଲିନା ରାଜଙ୍କୁ ସାଥି କରି ସୁନ୍ଦରଗଡ ଓ କଟକ ଯୋଡି ଋତୁରାଜ ପୁଟେଲ ଓ ରିସିକା ଦାସ ଙ୍କୁ ସିଧା ସଳଖ ୨୧/୧୭, ୨୧/୧୭ ପଏଣ୍ଟ ରେ ହରାଇ ଚମ୍ପିୟାନ ହେବ ସହ ତ୍ରି ମୁକୁଟ ଲାଭ କରିଛନ୍ତି l

ଠିକ ସେହିପରି ୧୩ବର୍ଷରୁ କମ ବାଳିକା ବିଭାଗରେ ଜଗତସିଂହପୁରର ଲଷ୍ମୀପ୍ରିୟା ଗୋଛାୟତ ପ୍ରତିଯୋଗିତାରେ ଦ୍ବିମୁକୁଟ ଲାଭ କରିଛନ୍ତି l ସିଙ୍ଗଲ ରେ ଲଷ୍ମୀପ୍ରିୟା ଖୋର୍ଦ୍ଧାର ଆଦ୍ୟସା ଲେଙ୍କାଙ୍କୁ ୨୧/୧୨,୨୧/୧୧ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ଡବଲସରେ ଖୋର୍ଦ୍ଧାର ସାନଭି ସାହୁଙ୍କୁ ସାଥି କରି ଖୋର୍ଦ୍ଧା ଯୋଡି ଦର୍ଶ୍ୱନା ଜଗଦେବ ଓ ସରୟl ପିନିଟି ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି l

୧୧ରୁ କମ ବୟସ ବର୍ଗରେ ଖୋର୍ଦ୍ଧାର ସମର ମହାନ୍ତି ପ୍ରତିଯୋଗିତାରେ ଦ୍ବିମୁକୁଟ ଲାଭ କରିଛନ୍ତି l ସିଙ୍ଗଲରେ ସମର ନିଜ ଜିଲ୍ଲାର ସାଇ ଆଶିଷଙ୍କୁ ୨୧/୧୪,୨୧/୧୩ ପଏଣ୍ଟରେ ହରାଇ ଟାଇଟଲ ହାସଲ କରିଥିବାବେଳେ ଡବଲସରେ ମାଷ୍ଟର ଇଭାନଙ୍କୁ ସାଥି କରି ନିଜ ଜିଲ୍ଲାର ସାଇ ଆଶିଷ ଓ ବିହାନ ସାମନ୍ତ ରାୟଙ୍କୁ ୨୧/୧୭,୨୧/୧୧ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି l
ବାଳିକା ବିଭାଗରେ ସମ୍ବଲପୁର ର ଆରନି ବେହେରା ଖୋର୍ଦ୍ଧା ଖେଳାଳୀ ସାଇପ୍ରିୟା ସୁବୁଦ୍ଧିଙ୍କୁ ୨୭/୨୫,୨୨/୨୦ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି l
ବାଳିକା ଡବଲସରେ ଖୋର୍ଦ୍ଧା-କଟକ ଯୋଡି ସାଇପ୍ରିୟା ଓ ବଂଶୀକା ମଲ୍ଲିକ ଖୋର୍ଦ୍ଧା ଯୋଡି ଅନାୟା ସାମନ୍ତରାୟ ଓ ବୁଦ୍ଧନା ସୋନମ ଯୋଡିଙ୍କୁ ହରାଇ ଚମ୍ପିୟାନ ଆଖ୍ୟା ଲାଭ କରିଛନ୍ତି l
ଆୟୋଜନ କମିଟୀ ସମ୍ପାଦକ ଅଜିତ ମହାନ୍ତି ଓ ଦୀପକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିବା ଉଦଯାପନୀ ସଭାରେ ଓସବା ଯୁଗ୍ମସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ ମୁଖ୍ୟ ରେଫରୀ ବିଜୟ ବାଗ କୃତୀ ଖେଳାଳୀଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ଅର୍ଥ ଚେକ ଆକାରରେ ପ୍ରଦାନ କରିଥିଲେ l
ପ୍ରତିଯୋଗିତାର ସୁପରିଚାଳନା ପାଇଁ ଅଫିସିଏଲ  ପର୍ଯ୍ୟବକ୍ଷକ ଲକ୍ଷପତି ନନ୍ଦ ଓ ସୁବାସ ଚନ୍ଦ୍ର ସାହୁ ଟୁର୍ନାମେଣ୍ଟ ସଂଯୋଜକ ଭାବେ ତାରାକାନ୍ତ ଦାସ, ଅବଦୁଲ ହାକିମ ଓ ଜୟ ପ୍ରକାଶ ଜେନା, ପ୍ରତ୍ୟୁଷ ସାମନ୍ତରାୟ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓସବା ଉପସଭାପତି ପ୍ରଦୀପ ପଟନାୟକ ନିଯୁକ୍ତ ହୋଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like