-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
18-May-2025
ବରୀ(ରଞ୍ଜିତ ମହାନ୍ତି): ବରା,ଠାରେ ଉଦ୍ଘାଟିତ ହୋ ହୋଇଛି ଦେବାନି ବିଚାରପତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଳିଷ୍ଟ୍ରେଟଙ୍କ ଅଦ ଏହାକୁ ଆଭାସି ମାଧ୍ୟମରେ ଓଡ଼ିଶା ମୁଖ୍ୟ ବିଚାରପତି ଟଣ୍ଡନ ଉଦ୍ଘାଟନ ନ କରିଥିଲା ଅନ୍ୟତମ ବିଚାରପତି ତଥା ଯାଜପୁର ନ୍ୟାୟପାଳିକାର ପ୍ରଶାସନିକ ବିଚାରପତି ସଂରମ କୁମାର ସାହୁ G ଅନ୍ୟାନ୍ୟ ବିଚାରପତିମାନେ ଉପସ୍ଥିତ ଥୁଲେ । ଉଦ୍ଘାଟନା ଉତ୍ସବରେ ଜିଲ ଜିଲା ଅମୃତ ପି ଅନ୍ଵେଷା ରେନ୍ଥି, ଜଳ ଅନୁଶ୍ରୀ ଜେନା, ଆରକ୍ଷୀ ଅଧୀ ଧୀକ୍ଷକ ଗଣ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲା ନିରିକ୍ତ ଜିଲାପାଳ ଶି ଶିବାନନ୍ଦ ସ୍ବାଇଁ, ରେଜିଷ୍ଟ୍ରାର ମାନସ ରଞ୍ଜନ ସାମନ୍ତରାୟ ଯୋଗ ଦେଇଥିଲେ। ଦେଖାନି ବିଚାରପତି ଓ ପ୍ରଥମ ଶ୍ରେଣୀ ବିଟାର ବିରାଗୀୟ ମାଜିଷ୍ଟ୍ରେ ଅଦାଲତ 1ଳିଷ୍ଟ୍ରେଟଙ୍କ ଲତ ପ୍ରତିଷ୍ଠାକୁ ବରା ଆଗ ଆସୋସିଏସନର ସଭାପତି ସ ରାଜକିଶୋର ସାମଲ, ହରିଶ ଧଳ ଅଭୟ ଦେଇରିଆ, ବାଞ୍ଛାନିଧୂ ସାହୁ ପ୍ରମୁଖ ସ୍ଵାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇନଜୀବା ବିରଜା ପ୍ରସାବ ପରିଡ଼ା, ଏପିପି ମାନଗୋବିନ୍ଦ ଧଳ, ଅମ୍ବିକା ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ ବିତ୍ତରଞ୍ଜନ ଓଝା, ପ୍ରଶାନ୍ତ ଦାସଙ୍କ ସମେତ ଓ ବରୀ କର ଅନେକ ବରିଷ୍ଠ ରିଷ୍ଠ ନାଗରିକ, ବରୀପାଳ ହାଟ କମିଟି ସମ୍ପାଦକ ଚୈତନ୍ୟ ରାୟ ଫକିର ସିଂ ପ୍ରମୁଖ ଦେଇଥିଲେ।