-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Apr-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଓକିଲ ସଂଘ ପକ୍ଷରୁ ଲୋଇସିଂହା ବାର ହଲ ଠାରେ ମଧୁବାବୁ ଜୟନ୍ତୀ (ଓକିଲ ଦିବସ) ପାଳିତ ହୋଇଯାଇଛି l ଏହି ସଭା ରେ ସଭାପତି ପ୍ରଦୀପ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଉପ ସଭାପତି ସଞ୍ଜୟ କୁମାର ଷଡ଼ଙ୍ଗୀ, ସମ୍ପାଦକ ଜ୍ୟୋତିରଞ୍ଜନ ପଟେଲ, ବରିଷ୍ଠ ଓକିଲ ରାଜେନ୍ଦ୍ର ନାଏକ, କ୍ଷେତ୍ରପାଳ ସାହୁ, ଅଶୋକ କୁମାର ସାହୁ, ଶୁଭେନ୍ଦୁ ସାହୁ, ରାଜକିଶୋର ମିଶ୍ର, ପ୍ରଶାନ୍ତ ବେହେରା, ଶଶାଙ୍କ ଶେଖର ଭୋଇ, ପ୍ରବୀଣ କୁମାର ତ୍ରିପାଠୀ ଉକ୍ତ ସଭାରେ ଉପସ୍ଥିତ ଥିଲେ l