-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ଆମ ସମସ୍ତଙ୍କ ପ୍ରିୟ ଲଲିତ ଦାଦା ଚାଲିଗଲେ, ବଲାଙ୍ଗିର ଏକ ମହାନ ସମାଜସେବୀଙ୍କୁ ହରାଇଲା

18-Jan-2021



ବଲାଙ୍ଗିର, (ପ୍ରେରଣା ଖବର) - ଦୀର୍ଘ  ମାସ ଧରି ଜୀବନ ମୃତ୍ୟୁ ସହ  ସଂଗ୍ରାମ ପରେ ଜୀବନ ଯୁଦ୍ଧରେ ହlରି ଯାଇଛନ୍ତି ଆମ ସମସ୍ତଙ୍କ ପ୍ରିୟ, ବଲାଙ୍ଗିର ମାଟିର ସୁପୁତ୍ର, ଗରିବ ଖଟିଖିଆର ବନ୍ଧୁ ଲଲିତ କୁମାର ନାୟକ ଆମ ଠାରୁ ବିଦାୟ ନେଇଛନ୍ତି l ସମସ୍ତେ ଯେପରି ସ୍ତବ୍ଧ ଓ ବାକ୍ୟହୀନ l ଅସମୟରେ ଲଲିତ ନାୟକଙ୍କ ନିଧନ ନା ଯେ କେବଳ ବଲାଙ୍ଗିର ପାଇଁ ସାରା ରାଜ୍ଯ ପାଇଁ ଏକ ଅପୂରଣୀୟ କ୍ଷତି କୁହାଯାଇପାରେ l ଅବହେଳିତ ଓ ନିଷ୍ପେସିତଙ୍କ ସ୍ଵର ଲଲିତ ନାୟକ, ଆମ ସମସ୍ତଙ୍କ ପ୍ରିୟ ଲଲିତ ଦାଦାଙ୍କ ଜାଗା ଆଉ କେହି ନେଇପାରିବେ  ନାହିଁ l ଆଜି ଭୋର ପଞ୍ଚ ଟା ସମୟରେ ଭୁବନେଶ୍ବର ଏମସ ଠାରେ ଚିକିତ୍ସାଧୀନ ଅବସ୍ଥାରେ ସମାଜସେବୀ ତଥା ଶ୍ରମିକ ନେତା ଲଲିତ ନାୟକଙ୍କ ପରଲୋକ ଘଟିଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ କେବଳ ବଲାଙ୍ଗିର ନୁହେ ସlରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି l ଅସ୍ତି ମଜା କର୍କଟ ରୋଗରେ ଗୁରୁତର ଆକ୍ରାନ୍ତ ହୋଇ ଶ୍ରୀ ନାୟକ ଭୁବନେଶ୍ବର ଏମ଼୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ l କରୋନା ରେ ଆକ୍ରନ୍ତ ହୋଇ ଶ୍ରୀ ନାୟକ ସୁସ୍ଥ ମଧ୍ୟ ହୋଇସାରିଥିଲେ l   ବଲାଙ୍ଗିର ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରାଯାଇଥିଲା l ସମସ୍ତଙ୍କ ଆଶା ଥିଲା ଲଲିତ ନାୟକ ସୁସ୍ଥ ହେବେ ଓ ପୁଣିଥରେ ସକ୍ରିୟ ସମାଜସେବାରେ ନିଜକୁ ବାନ୍ଧି ରଖିବେ ହେଲେ ବିଧି ର ବିଧାନ ଅଲଗା ଥିଲା l ଶେଷରେ ଭଗବାନ ଲଲିତ ନାୟକଙ୍କ ପରି ଜଣେ କର୍ମନିଷ୍ଠ ସନ୍ୟାସୀ, ରକ୍ତଦାନର ମହାନ ପ୍ରବର୍ତ୍ତକ ତଥା ସମାଜସେବାରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିବା ଜନେ ମହାନ ପୁରୁଷଙ୍କୁ ଆମ ଠାରୁ ଛଡାଇ ନେଲେ l  ଆଜି ସାରା ବଲାଙ୍ଗିର ଲଲିତ ଦାଦା ଙ୍କୁ ଝୁରୁଛି l ଲଲିତ ନାୟକଙ୍କ ସାଙ୍ଗଠନିକ ଦକ୍ଷତା, ଭାଷଣରେ ଚlତୁରତା, ବଡ ବଡ ସମସ୍ୟାର ସରଳ ସମାଧାନ ଓ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସାରା ଓଡିଶାରେ ସମସ୍ତଙ୍କୁ ନିଜର କରିପାରିଥିଲେ l ଜିଲ୍ଲାର ଶତାଧିକ ସମାଜିକ, ରାଜନୈତିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଲଲିତ ଦାଦା ଓତଃପ୍ରୋତ ଭାବେ ଜଡିତ ଥିଲେ l ଆଜି ସେହି ଅନୁଷ୍ଠାନ ଗୁଡିକ ମୁରବୀ ବିହୀନ ହୋଇଗଲା ବୋଲି କହିଲେ ଭୁଲ ହେବ ନାହିଁ l

   ଓଡ଼ିଶାର ଜଣେ ଆଗ ଧାଡିର ଶ୍ରମିକ ନେତା ତଥା ସଫଳ ସଂଗଠକ, ସମସ୍ତଙ୍କ ପ୍ରିୟ ଲଲିତ ନାୟକଙ୍କ ବିୟୋଗରେ ପ୍ରେରଣା ପକ୍ଷରୁ ଅଶ୍ରୁଳ ଶ୍ରାଦ୍ଧlଞ୍ଜଲି  ଜ୍ଞାପନ କରିବା ସହ ଏହି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛୁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like