-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ପଲସଦା ଠାରେ ଆଇକାଡ଼ା ତରଫରୁ କୃଷକ କ୍ଷେତ୍ର ଦିବସ ପାଳିତ,

28-Mar-2025



(ଡୋଲେଶ୍ବର  ବାଗ )
ନୂଆପଡା :ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ପଲସଦା ଗ୍ରାମରେ  ଅନ୍ତର ଜାତୀୟ ସୁସ୍କାଅଂଚଳ କୃଷି ଗବେଷଣା କେନ୍ଦ୍ର (ଆଇକାଡ଼ା ) ଅନୁଷ୍ଠାନ ତରଫରୁ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଅଛି। ଉକ୍ତ କ୍ଷେତ୍ର ଦିବସରେ ଆଇକାଡାର ଦିଲ୍ଲୀ କାର୍ଯ୍ୟାଲୟର ଭାରତ ଚାଇନା କ୍ଷେତ୍ରୀୟ ଅଧିକାରୀ ଡି.ଆର. ଶିବ କୁମାର ଅଗ୍ରୱାଲ,ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଡି.ଆର.କିଶୋର କୁମାର ବେହେରା, ବୈଜ୍ଞାନିକ ଡି.ଆର ସୂର୍ଯ୍ୟକାନ୍ତା, କଶ୍ୟପ.ଇକାର୍ଡ଼ର କ୍ଷେତ୍ରୀୟ ସହଯୋଗୀ ସଂସ୍ଥା (ସି.ସି.ଡବ୍ଲୁ.ଡି)ର ମୁଖ୍ୟ କାର୍ଯ୍ୟ କର୍ତ୍ତା  ସଦାଶିବ ସ୍ୱାଇଁ, ପ୍ରୋଜେକ୍ଟ ସଂଯୋଜିକା ଡି.ଆର.ମହାଶ୍ଵେତା ସାମଲ, ଜ଼ିଲ୍ଲା ସଂଯୋଜକ ହରିଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହିବା ସହିତ ଜ଼ିଲ୍ଲା କୃଷି ବିଭାଗ ତରଫରୁ ସ୍କୀମ ଅଧିକାରିଣୀ ଦୀପାଶ୍ରୀ ମଣ୍ଡଳ,
ନୂଆପଡା ବ୍ଲକ କୃଷି ଅଧିକାରୀ ସତ୍ୟ ନାଗ, ସହକାରୀ କୃଷି  ଅଧିକାରୀ ଆଶିଷ କୁମାର ମେହେର,ବୋଡେ଼ନ ବ୍ଲକ କୃଷି ଅଧିକାରୀ  ଦୁଃଖୀରାମ ଟୁଡୁ,ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡି.ଆର ଲବ ସୁରେନ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ କାର୍ଯ୍ୟ କର୍ତ୍ତା ମାନଙ୍କ ମଧ୍ୟରୁ ସଦାଶିବ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ ମହାଶ୍ୱେତ ସାମଲ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ର ଉପସ୍ଥାପନା କରିଥିଲେ। ଡ଼ି.ଆର. ସୁରେନ ସଂକ୍ଷେପରେ ରାଇସ ଫେଲୋ ବିଷୟରେ ଉପସ୍ଥାପନା କରିଥିଲେ। ଡ଼ି.ଆର. ଅଗ୍ରୱାଲ ସ୍କିମ ରାଇସ ଫେଲୋ ଦ୍ୱାରା ଚାଷୀ  କିପରି ଲାଭବାନ ହୋଇ ପାରିବେ  ସେ ବିଷୟ ରେ ପରାମର୍ଶ ଦେଇଥିଲେ.I କେଭିକେ ର ଡି.ଆର.ସୁରେନ ଧାନ ପରବର୍ତୀ ଖାଲି ପଡ଼ିଥିବା କ୍ଷେତରେ ଡାଲି ଶସ୍ୟ ତଥା ତୈଳ ବୀଜ ଚାଷ କରି ଚାଷୀ ମାନେ ଲାଭବାନ ହୋଇପାରିବେ  ମତ ପ୍ରକାଶ କରିଥିଲେ ।ତତ ସହିତ କୀଟ ପୋକ ନିଅନ୍ତ୍ରଣ ବିଷୟରେ ମଧ୍ୟ ଉପସ୍ଥାପନା କରିଥିଲେ। ଜ଼ିଲ୍ଲା ସ୍କିମ୍ ଅଧିକାରିଣୀ ରାଇସ ଫେଲୋ ର ଆବଶ୍ୟକତା ତଥା ରାଜ୍ୟ କୃଷି ବିଭାଗ ଓ ଇକାର୍ଡ ର ସହ ଭାଗିତାରେ କାର୍ଯ୍ୟକାରି ହୋଇ ପାରୁଛି ଏବଂ ଅମଳ ପରେ ବିକ୍ରୟ ବ୍ୟବସ୍ତା ତଥ୍ୟ ରଖିବା ସହିତ ଶ୍ରୀଯୁକ୍ତ ଟୁଡୁ ଆଜିର କାର୍ଯ୍ୟକ୍ରମ ତଥା ଚାଷୀର ଲାଭ ଊନତି ବିଷୟରେ ଆଲୋକପାତ କରିଥିଲେ।. ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କ ସହିତ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହିତ ଫସଲ ସମନ୍ଦିୟ ଗୁଣବତ୍ତା ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ଚାଷୀ ଭାଇ ଭଉଣୀ ମାନେ ଇକାର୍ଡ ଦ୍ୱାରା ପ୍ରଦତ ସମସ୍ତ ବିହନ ଖତ,ସାର, ଔଷଧକୁ କିପରି ବିନିଯୋଗ କରି ଉପକୃତ ହୋଇଛନ୍ତି ତାର ମତ ରଖିବା ସହିତ ଇକାର୍ଡ଼ ଦ୍ୱାରା ପ୍ରତି ବର୍ଷ ଏପରି କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ  ଚାଷୀ ଭାଇ ଭଉଣୀ ମାନେ ଅନୁରୋଧ କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ତତ ସହିତ କ୍ଷେତ୍ର ଦିବସ  ଉପଯୁକ୍ତ ହିସାବରେ ପାଳିତ ଏବଂ ଜିଲାରେ ରାଇସ ଫେଲୋ କାର୍ଯ୍ୟ କ୍ରମର ସୁପରିଚାଳନା ହେତୁ ଜ଼ିଲ୍ଲା ସଂଯୋଜକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଜ଼ିଲ୍ଲା ସଂଯୋଜକ ହରିଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ସମସ୍ତ ବର୍ଗର କର୍ମ କର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହିତ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟ କ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିବା-ବ୍ଲକସଂଯୋଜ,ପ୍ରକାଶ ସଗରିଆ,ଉତ୍ତମ ବିଶ୍ଵାଳ,ବିଜୟ ସଲମା,କେଶବ ସାହୁ,ଧନୁ ଭୋଇ,ତତ ସଙ୍ଗେ ସମସ୍ତ ସହଯୋଗ ଦେଇଥିବା କ୍ଲଷ୍ଟର ସଂଯୋଜକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବାସହିତ କାର୍ଯ୍ୟ କ୍ରମକୁ ସ୍ଥଗିତ ରଖାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like