-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
ନୀଳାଚଳ ପଲିଟେକନିକ୍ ଶିଖରଚଣ୍ଡୀ, ଭୁବନେଶ୍ୱର ଠାରେ ତା ୨୪/୦୩/୨୦୨୫ ରୁ ୨୮/୦୩/୨୦୨୫ ଚାଲିଥିବା ପଞ୍ଚ ଦିବସୀୟ ଜାତୀୟ ସ୍ତରୀୟ ଜୁନିଅର୍ ରେଡକ୍ରସ ପଠନ ଓ ତାଲିମ କର୍ମଶାଳା ରେ ବରଗଡ଼ ଜିଲ୍ଲl ର ଜିଲ୍ଲା ଜୁନିଅର୍ ରେଡକ୍ରସ ଅଫିସର ହେମନ୍ତ କୁମାର ସାମଲ, ଜିଲ୍ଲା ସାଧାନ କର୍ମୀ ଡିଲେଶ୍ଵର ସାହୁ ଓ ଜ୍ୟୋତ୍ସ୍ନା ମହାନନ୍ଦଙ୍କ ସମେତ ରାଜ୍ୟ ସ୍ତରୀୟ କର୍ମଶାଳାରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭଟଲି ବ୍ଲକ ର ଲୋପାମୁଦ୍ରା ସାହୁ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜେପୁର ବ୍ଲକ ର ଲିପି ସାହୁ, ପ୍ରେମଶିଲା ସେଠ୍, ଅନନ୍ୟା ସାହୁ, ଦମୟନ୍ତୀ ସେଠ୍, ଦିଶlଶ୍ରୀ ସାହୁ ଅଂଶ ଗ୍ରହଣ କରି ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ।