-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ନାଥପୁର ଅଞ୍ଚଳରେ ଚୋରା ମଦ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗତକାଲି ବରୀ ପୁଲିସର ଏକ ଟିମ ନାଥପୁର ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି । ବରୀ ପୋଲିସ ଗତକାଲି ସନ୍ଧ୍ୟାରେ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମଦ ଜବତ କରିଛି । ବ୍ୟବସାୟୀ ଦୁଇଜଣ ଧାରପୁର ଅଞ୍ଚଳର ହୋଇଥିବା ବେଳେ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟ କରୁଥିଲେ ।
(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)