-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||     

HOME   ଜିଲ୍ଲା

ପଶ୍ଚିମଓଡ଼ିଶାସ୍ତରୀୟ ବଡ଼ି ବିଲ୍ଡର ପ୍ରତିଯୋଗିତାରେ ଭାଗନେଲେ ବିନିକାର ବୈରାଗୀ

22-Mar-2025



ବିନିକା(ହିମାଂଶୁ ଶେଖର ପୁଟେଲ): ଆଜିର ଜୀବନ ଶୈଳୀରେ ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ।ସ୍ବାସ୍ଥ୍ୟ ଠିକ ରହିଲେ ଆୟୁଷ ବଡିଲେ ମଧ୍ୟ ନିଜକୁ ଦୁର୍ବଳ କରି ପାରିବ ନାହିଁ ବରଂ ନିଜର ଶାରୀରିକ କ୍ଷମତା ଅଧିକ ମାତ୍ରାରେ ବୃଦ୍ଧି ପାଇବା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ନିଜର ସ୍ଵଭାବ ବଳବତ୍ତର ରହିବ।ସେହିପରି ପୁରସ୍କାର ମିଳୁ ଅବା ନମିଲୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିବା ଏବଂ ଅଞ୍ଚଳବାସୀଙ୍କ ପାଇଁ ସ୍ବାସ୍ଥ୍ୟ ନିମନ୍ତେ ନିଜର କର୍ତ୍ତବ୍ୟକୁ ସୁ ସମ୍ପାଦନା କରିବା ହେଉଛି ଶ୍ରେଜସ୍କର ବୋଲି ସୁନ୍ଦର ପ୍ରତିଯୋଗିତାରେ ଭାଗନେଇଥିବା ବୈରାଗୀ ପ୍ରଧାନ କହିଛନ୍ତି  ।ବିନିକା ଏନଏସି ୨ନଂ ୱାର୍ଡ ଗୁଲାପଡ଼ା ଗ୍ରାମର ବୈରାଗୀ ବର୍ତ୍ତମାନ କାଉନସିଲର ପ୍ରତିନିଧି ଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ତାରାପୁର ଗଡରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଜିମ ବିଭାଗର ପ୍ରଶିକ୍ଷକ ଦାୟିତ୍ଵ ତୁଲାଉଛନ୍ତି ।ସେହିପରି ବିନିକା ସ୍ପୋର୍ଟସ କ୍ଳବର ଜଣେ ସକ୍ରିୟ ସଦସ୍ୟ ଭାବେ ପରିଚିତ । ଇଣ୍ଡୋର ଷ୍ଟାଡିୟମ ଜିମ ବିଭାଗରେ ଶରୀରର ଉନ୍ନତି ସକାଶେ ଥିବା ବିଭିନ୍ନ ପ୍ରକାରର ବ୍ୟାୟାମ ସରଞ୍ଜାମ ଶିଖିବା ପାଇଁ ପ୍ରତିଦିନ ଆସୁଥିବା ଯୁବକ ଯୁବତୀଙ୍କୁ ବୈରାଗୀ ପ୍ରଶିକ୍ଷଣ ଦେବା ସହିତ ନିଜେ ମଧ୍ୟ ବ୍ୟାୟାମ ପାଇଁ କଠିନ ପରିଶ୍ରମ କରୁଥିଲେ ।ତେବେ ସେ ଯାହା ବି ହେଉ ପୁରସ୍କାର ମିଳୁ ଅବା ନମିଳୁ ବଲାଙ୍ଗୀର ଠାରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମ ଓଡ଼ିଶା ସ୍ତରୀୟ ବଡି ବିଲ୍ଡର ଅର୍ଥାତ ସୁନ୍ଦର ପ୍ରତିଯୋଗିତାରେ ଭାଗ ନେବେ ବୋଲି ସିଦ୍ଧାନ୍ତ କରି ନିଜ ଶରୀରର ଓଜନ କମାଇ ଅହରହ ପ୍ରାକଟିକସ କରୁଥିଲେ ।ଏପରିକି ୪ଦିନ ହେଲା ବଲାଙ୍ଗୀରରେ ଅବସ୍ଥାନ କରି ସୁନ୍ଦର ପ୍ରତିଯୋଗିତାରେ କିଭଳି ପ୍ରଦର୍ଶନ ରହିବ ସେନେଇ ଶିକ୍ଷା ଲାଭ କରିଥିଲେ।ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ବଡି ବିଲ୍ଡର ଚାମ୍ପିଅନସିପ ପ୍ରତିଯୋଗିତାରେ ବୈରାଗୀ ଭାଗ ନେଇଛନ୍ତି ।ଅଞ୍ଚଳରୁ ପ୍ରଥମ କରି ଏଭଳି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ସୁସ୍ଥ ଜୀବନ ଶୈଳୀ ଗଠନ ପାଇଁ ତାଙ୍କର  ଶାରୀରିକ ଶିକ୍ଷା ଅଞ୍ଚଳର ଅନେକ ଯୁବକ ଯୁବତୀଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକଟ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026

You Might Also Like