-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
15-Mar-2025
ବରୀ(ରଞ୍ଜିତ ମହାନ୍ତି): ଯାଜପୁର ବରୀ ମାଉଣ୍ଟ ଠାରେ ମା ବୁଢ଼ୀ ଜାଗୁଳାଇ ମେଳଣ ମହା ସମାରୋହରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଆନନ୍ଦପୁର ଗ୍ରାମରେ ଥିବା ରାଧା ମାଧବ ଜୀଉ ମନ୍ଦିର ପରିସରୁ ବାହାରି ଗ୍ରାମ ପରିକ୍ରମା କରିବା ପରେ ମେଲଣ ଆରମ୍ଭ କରାଯାଇଥାଏ। ବରୀ ଅଞ୍ଚଳର ବିଭିନ୍ନ ମଠ ମନ୍ଦିରରୁ ରାଧା କୃଷ୍ଣଙ୍କ ସୁସଜ୍ଜିତ ଦୋଳ ବିମାନ ମାନ ଆସି ମେଲଣରେ ସାମିଲ ହୋଇଥିଲେ ।