-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ବରତୁଣ୍ଡା ବଜାର ପଞ୍ଚାୟତ ସମ୍ପତ୍ତି କୁ ବିକ୍ରି କରୁଥିବା ଚକ୍ରାନ୍ତ କୁ ପଣ୍ଡ କଲେ ପଞ୍ଚାୟତବାସୀ

12-Feb-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ପତ୍ତି କୁ ବିକ୍ରି କରୁଥିବା ଚକ୍ରାନ୍ତ କୁ ପଣ୍ଡ କରିଦେଇଛନ୍ତି ବରତୁଣ୍ଡା ଗ୍ରାମ ପଞ୍ଚାୟତବାସୀ।ସୂଚନା ଯୋଗ୍ୟ ଯେ ୧୯୫୪ ମସିହାରୁ ଆରମ୍ଭ ହୋଇଥିବା ବରତୁଣ୍ଡା ବଜାର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଚାଲି ଆସିଛି। ବିଗତ ୧୯୬୭-୭୭ ମସିହା ରେ ବରତୁଣ୍ଡା ବଜାର ପାଇଁ ୫ଏକର ୭୫ଡି.ମିି.ଜମି କିଣା ଯାଇ ଦଖଲ କରିଆସୁଛି।ଯାହାକି ଉକ୍ତ ଜମିକୁ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଛିନ୍ଦେଇକେଲା ବିନୋଦ ଜୈନ କିଣି ଥିବା ନେଇ ଆଜି ରାଜସ୍ୱ ବିଭାଗ ଦ୍ଵାରା ଡିମାରକେସନ କରାଯାଉ ଥିବାବେଳେ ପଞ୍ଚାୟତବାସୀ ପକ୍ଷରୁ ବିରୋଧ କରାଯାଇଥିଲା।ଏ ନେଇ ଆଜି ସରପଞ୍ଚ ରୀତା ସୁନା ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ଜାମସେଠ,କାଂସଡ଼ା ଗ୍ରାମ ପଞ୍ଚାୟତ ର ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ପଞ୍ଚାୟତ ସମ୍ପତ୍ତି କୁ କାହାରି ହାତରେ ଟେକି ଦିଆ ଯିବ ନାହିଁ ବୋଲି ଏହାର ଘୋର ବିରୋଧ କରାଯିବ ବୋଲି ସଂକଳ୍ପ ନେଇଥିଲେ।ଏହି ସମ୍ପତ୍ତି କୁ ପାଇକମାଳ ତହସିଲଦାର କିପରି ରେଜିଷ୍ଟ୍ରି କଲେ ଓ ସେ ପଞ୍ଚାୟତ ସମ୍ପତ୍ତି ବୋଲି ଜାଣି ବି ଏଥି ପ୍ରତି ଦୃଷ୍ଟି ଦେଲେ ନାହିଁ ବୋଲି ଜନସାଧାଣରେ ମତ ପ୍ରକାଶ ପାଇଥିଲା। ଆହୁରି ମଧ୍ୟ ଏହି ସମ୍ପତ୍ତି କୁ ପାଇକମାଳ ର ଜୈନିକ ବ୍ୟବସାୟୀ କିଣି ପୁଣି ବିକ୍ରି କରି ଦେଇଥିବା ଓ ଆଜି ତାର ଡିମାରକେସନ କରୁଥିବା ବେଳେ ପଞ୍ଚାୟତ ବାସୀଙ୍କ ବିରୋଧ ର ସମ୍ମୁଖୀନ ହୋଇଥିଲେ।ଏନେଇ ଆଜି ପାଇକମାଳ ତହସିଲଦାର ଙ୍କୁ ବରତୁଣ୍ଡା ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରୀତା ସୁନା,ୱାର୍ଡମେମ୍ବର ବୃନ୍ଦାବତୀ ବିନାଟ,ୱାର୍ଡ ମେମ୍ବର କୌଶଲ୍ୟା ଧରୁଆ,ଗଙ୍ଗାଧର ସାହୁ,ଧନୀରାମ ଭୋଇ,ରିଜିବି ମହମ୍ମଦ,ବିଜୟ ପଟ୍ଟନାୟକ,ରାଜେନ୍ଦ୍ର ପ୍ରଧାନ,ବିଶ୍ୱନାଥ ବାଗ,ଧିରେନ୍ ମହାନ୍ତି,ସହଦେବ ସାହୁ,ବଳଦେବ କରେଇ,ଦୁର୍ଯୋଧନ ପୁଟା,ରୁକ୍ମଣ ଧରୁଆ,ଗୋବିନ୍ଦ ସୁନା,ନରସିଂହ ବନଛୋର,ବିଜୟ ସିଂ ଭୁଏ,ଉମାକାନ୍ତ ବାଗ,ନିତ୍ୟାନନ୍ଦ ଭୋଇ, ପ୍ରମୁଖ  ୩୧ ଜଣିଆ କମିଟି ଭେଟି ଦାବୀ କରିଛନ୍ତି।ପଞ୍ଚାୟତ ସମ୍ପତ୍ତି କୁ କାହାକୁ ହସ୍ତାନ୍ତର କଲେ ତାର ପରିଣାମ ପ୍ରଶାସନ  ହିଁ ଦାୟୀ ହେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like